ରାଜ୍ୟ

ତେଲ ଦର ବୃଦ୍ଧି ପରେ ରାଜ୍ୟରେ ପୁଣି ବଢିଲା ବସ ଭଡ଼ା, ଜଣନ୍ତୁ କେଉଁ ବସ୍ ପିଚ୍ଛା କେତେ ଟଙ୍କା ବଢିଛି

କେନ୍ୟୁଜ୍(ବ୍ୟୁରୋ):  ତେଲ ଦର ବୃଦ୍ଧି ପରେ  ରାଜ୍ୟରେ ପୁଣି ବଢିଲା ବସ ଭଡ଼ା। ଡିଜେଲ ଦର ବୃଦ୍ଧିରେ ଲାଗାମ ଲାଗୁନଥିବାରୁ  ବସ ଭଡ଼ା ବଢାଇଲା ଘରୋଇ ବସ୍ ମାଲିକ ସଂଘ। ତେବେ କେଉଁ ସବ ପିଚ୍ଛା କେତେ ଟଙ୍କା ବଢିଛି ନଜରପକାନ୍ତୁ। ସାଧାରଣ ଓ ଏକ୍ସପ୍ରେସ ବସ ପାଇଁ କିଲୋମିଟର ପିଛା ୫ ପଇସା ବଢିଛି । ଡିଲକ୍ସ ଓ ଏସି ଡିଲେକ୍ସରେ ୧୦ ପଇସା ବଢିଛି । ସୁପର ପ୍ରିମିୟମ୍‌ ବସ୍‌ରେ ୧୫ ପଇସା ଭଡ଼ା ବୃଦ୍ଧି ହୋଇଛି ।

  • ଅର୍ଡିନାରୀ ବସ୍ କିଲୋମିଟର ପିଚ୍ଛା ଥିଲା ୮୦ ପଇସା ଏବେ ବଢି ହେଲା ୮୫ ପଇସା
  • ଏକ୍ସପ୍ରେସ ବସ୍ କିଲୋମିଟର ପିଚ୍ଛା ଦର ଥିଲା ୮୪ ପଇସା ଏବେ ବଢିହେଲା ୮୯ ପଇସା
  • ଡ଼ିଲକ୍ସ ବସ କିଲୋମିଟର ପିଚ୍ଛା ଥିଲା ୧.୧୧ ପଇସା ଏବେ ବଢିହେଲା ୧.୨୧ ପଇସା
  • ଏସି ଡିଲକ୍ସ ବସର କିଲୋମିଟର ପିଚ୍ଛା ଦର ଥିଲା ୧.୨୯ ପଇସା ଏବେ ଏହା ବଢି ୧.୩୯ ପଇସାରେ ପହଞ୍ଚିଲା

ଅଟୋମେଟିକ ମେକାନିଜମ ମାଧ୍ୟମରେ ଭଡା ବୃଦ୍ଧି ପାଇଛି । ଆଜିଠୁ ବର୍ଦ୍ଧିତ ଦର ଲାଗୁ ହେବ । ଏ ନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago