ରାଜ୍ୟ

ଇରାନୀ ହନିଟ୍ରାପ ବ୍ଲାକମେଲିଙ୍ଗ ମାମଲା: ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ଇରାନୀ ହନିଟ୍ରାପ ବ୍ଲାକମେଲିଙ୍ଗ ମାମଲା । ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଦେବାନନ୍ଦ ଜେନା ଗିରଫ। ବୋଲଗଡର ପ୍ରଶାନ୍ତ ପଟ୍ଟନାୟକଙ୍କ ମାମଲା ଆଧାରରେ ଦେବାନନ୍ଦକୁ ଗିରଫ କରାଯାଇଛି ।

ସେପଟେ ଆସନ୍ତା କାଲି ରିମାଣ୍ଡରେ ଆସିବ ଇରାନୀ ପାତ୍ର ସ୍ୱାମୀ ନିଶିକାନ୍ତ ପାତ୍ର। ଏହି ରିମାଣ୍ଡ ସମୟ ପୋଲିସ ପାଇଁ ବଡ଼ ଗୁରୁତ୍ୱ ବହନ କରୁଛି। ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଲେ ଇରାନୀଙ୍କ ସ୍ୱାମୀ ନିଶିକାନ୍ତଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିବ । ରିମାଣ୍ଡ ସମୟରେ ବ୍ୟାଙ୍କ ଟ୍ରାନଯାକ୍ସନ, ମୋବାଇଲ ଚାଟ, କଲ ସିଡ଼ିଆର ରିପୋର୍ଟକୁ ନେଇ ତାକୁ ପଚରା ଉଚରା ସହିତ ଆଉ କେମିତି ଯୋଜନାବଦ୍ଧ ଭାବେ ହନିଟ୍ରାପରେ ଫସାଇ ଟଙ୍କା ଲୁଟୁଥିଲେ ତାର ରହସ୍ୟ ଭେଦ କରିବ ପୋଲିସ ।

ନିଶିକାନ୍ତ ଯେଉଁ ତଥ୍ୟ ଦେବେ ତାକୁ ଆଧାର କରି ଆବଶ୍ୟକ ପଡିଲେ ଇରାନିକୁ ରିମାଣ୍ଡରେ ଆଣିବ ପୋଲିସ। ଧୀରେ ଧୀରେ ଇରାନୀ ଗ୍ୟାଙ୍ଗର ପର୍ଦା ଫାଶ କରୁଛି ତମାଣ୍ଡୋ ଥାନା ପୋଲିସ ।

Barsha

Recent Posts

ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ, ଜୁଲାଇରେ ଆସିପାରେ ବଜେଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ । ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ମୋହନ ସରକାରର…

1 min ago

ଜଳୁଛି ହିମାଚଳର ସୋଲନ ଜଙ୍ଗଲ, ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଚେଷ୍ଟା

ଜଳୁଛି ଜଙ୍ଗଲ । ଦେଶର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଥମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଓ…

17 mins ago

ବରୁଣ ଧଓ୍ଵନ ଝିଅର ପ୍ରଥମ ଝଲକ ସେୟାର କରି ସେଲିବ୍ରେଟ୍‌ କଲେ ‘ଫାଦର୍ସ ଡେ’

ନିକଟରେ ବରୁଣ ଧୱନ ଏବଂ ନତାଶା ଦଲାଲ ଏକ ସୁନ୍ଦର ଝିଅର ମା’ ଓ ବାପା ହୋଇଛନ୍ତି । ବିବାହର…

17 mins ago

ବର୍ଷକରେ କେତେଥର ଏସି ସର୍ଭିସିଂ କରିବା ଉଚିତ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦକ୍ଷତା ଏବଂ ଜୀବନକାଳ ବୃଦ୍ଧି ପାଇଁ ଏୟାର କଣ୍ଡିସନର (AC) ର ନିୟମିତ ସର୍ଭିସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷକୁ…

44 mins ago

ବୌଦ୍ଧ ଜିଲ୍ଲାରୁ ସପ୍ତମ ବର୍ଷ ପାଇଁ ପୁରୀକୁ ଗଡିଲା ରଥ କାଠ ଗାଡି

କଣ୍ଟାମାଳ(କେନ୍ୟୁଜ): ହରିବୋଲ, ହୁଳହୁଳି ଶବ୍ଦରେ ଫାଟି ପଡୁଛି ସାରା ଅଞ୍ଚଳ । ଶହ ଶହ ଭକ୍ତ ଭାବବିହ୍ୱଳ ହେବା ସହିତ…

1 hour ago

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ…

1 hour ago