ଭୁବନେଶ୍ବର(କେନ୍ୟୁଜ୍): ପୁଣି ଏକ ଭିଡ଼ିଓ ଜାରି କଲେ ଅନୁଭବ । କହିଛନ୍ତି, ମୋତେ ବଞ୍ଚିବାକୁ ଦିଅ ବର୍ଷା । ମୁଁ ଗାଳି ଗୁଲଜ କରେ । ୨୪ ଘଣ୍ଟା ମଦ୍ୟପାନ କରେ । ସାଙ୍ଗସାଥୀଙ୍କୁ ଘରକୁ ଡାକି ଦିଏ । ସାଙ୍ଗସାଥୀଙ୍କ ସାମ୍ନାରେ ମଧ୍ୟ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଏ । ହାତରେ ମାରେ, ଗୋଡ଼ରେ ମାରେ, ଆଉ ଲାଠିରେ ବି ମାରେ । ଏସବୁ ସେ ପିଟିସନରେ ଲେଖିଛନ୍ତି ।
ଯଦି ଏକଥା ସତ, ତାହେଲେ ପୁଣି କାହିଁକି ରହିବାକୁ ଚାହୁଁଛ । ମୋତେ ଡିଭର୍ସ ଦିଅ । ମୋତେ ବଞ୍ଚିବାକୁ ଦିଅ ବର୍ଷା ବୋଲି ଭିଡ଼ିଓରେ କହିଛନ୍ତି ଅନୁଭବ ମହାନ୍ତି । ଭିଡ଼ିଓରେ ପ୍ରେମର ଆରମ୍ଭଠୁ କୋର୍ଟ କଚେରୀ ମାମଲା ପର୍ଯ୍ୟନ୍ତ ସବୁକିଛି ଟିକିନିଖି ବଖାଣିଛନ୍ତି ଅନୁଭବ ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…