କାକଟପୁର(କେନ୍ୟୁଜ୍): ଦେବୀନଦୀରେ ଚଳିତ ବର୍ଷ ଆସିଛି ପ୍ରଥମ ବନ୍ୟାଜଳ। ନଦୀର ବନ୍ୟାଜଳ ନଦୀ ଅବବାହିକା ରେ ହୋଇଥିବା ଚାଷକୁ କ୍ଷତିଗ୍ରସ୍ତ କରିଛି। କିନ୍ତୁ ଏହି ବନ୍ୟା ଜଳ କେତେକ ଲୋକମାନଙ୍କ ପାଇଁ ରୋଜଗାର ର ପନ୍ଥା ସାଜିଛି। କିଛି ଲୋକମାନେ ନଦୀପଠାରେ ମାଡିଥିବା ବନ୍ୟାଜଳ ରେ ଜାଲ ଏବଂ ପୋଳୁହ ପକାଇ ମାଛ ଧରୁଥିବା ର ଚିତ୍ର ଦେଖିବାକୁ ମିଳିଛି।
ଦେବୀ ନଦୀରୁ ଜାଲରେ ଏକ ୧୫ କିଲୋ ଓଜନର ବାଳିଆ ମାଛ ପଡିଥିବା ଦେଖିବାକୁ ମିଳିଛି। ଜାହାକୁ ପାଇ ମତ୍ସ୍ୟ ଜିବିମାନେ ବେଶ ଖୁସି ରହିଥିବା ଦେଖିବାକୁ ମିଳିଛି। ଏହି ବିଶାଳ ବାଳିଆ ମାଛ ଟି କୁ ଦେଖିବାପାଇଁ ନଦୀବନ୍ଧ ରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲା।
ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…
ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…
ଭୁବନେଶ୍ବର(କେନ୍ୟୁଜ୍): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…
ମୟୂରଭଞ୍ଜ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…
ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…
ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…