ଦେବୀନଦୀର ବନ୍ୟାଜଳରୁ ଲୋକେ ଧରିଲେ ୧୫ କେଜିର ବାଳିଆ ମାଛ

ନଦୀର ବନ୍ୟାଜଳ ନଦୀ ଅବବାହିକା ରେ ହୋଇଥିବା ଚାଷକୁ କ୍ଷତିଗ୍ରସ୍ତ କରିଛି। କିନ୍ତୁ ଏହି ବନ୍ୟା ଜଳ କେତେକ ଲୋକମାନଙ୍କ ପାଇଁ ରୋଜଗାର ର ପନ୍ଥା ସାଜିଛି। କିଛି ଲୋକମାନେ ନଦୀପଠାରେ ମାଡିଥିବା ବନ୍ୟାଜଳ ରେ ଜାଲ ଏବଂ ପୋଳୁହ ପକାଇ ମାଛ ଧରୁଥିବା ର ଚିତ୍ର ଦେଖିବାକୁ ମିଳିଛି।

କାକଟପୁର(କେନ୍ୟୁଜ୍):  ଦେବୀନଦୀରେ ଚଳିତ ବର୍ଷ ଆସିଛି ପ୍ରଥମ ବନ୍ୟାଜଳ। ନଦୀର ବନ୍ୟାଜଳ ନଦୀ ଅବବାହିକା ରେ ହୋଇଥିବା ଚାଷକୁ କ୍ଷତିଗ୍ରସ୍ତ କରିଛି। କିନ୍ତୁ ଏହି ବନ୍ୟା ଜଳ କେତେକ ଲୋକମାନଙ୍କ ପାଇଁ ରୋଜଗାର ର ପନ୍ଥା ସାଜିଛି। କିଛି ଲୋକମାନେ ନଦୀପଠାରେ ମାଡିଥିବା ବନ୍ୟାଜଳ ରେ ଜାଲ ଏବଂ ପୋଳୁହ ପକାଇ ମାଛ ଧରୁଥିବା ର ଚିତ୍ର ଦେଖିବାକୁ ମିଳିଛି।

ଦେବୀ ନଦୀରୁ ଜାଲରେ ଏକ ୧୫ କିଲୋ ଓଜନର ବାଳିଆ ମାଛ ପଡିଥିବା ଦେଖିବାକୁ ମିଳିଛି। ଜାହାକୁ ପାଇ ମତ୍ସ୍ୟ ଜିବିମାନେ ବେଶ ଖୁସି ରହିଥିବା ଦେଖିବାକୁ ମିଳିଛି। ଏହି ବିଶାଳ ବାଳିଆ ମାଛ ଟି କୁ ଦେଖିବାପାଇଁ ନଦୀବନ୍ଧ ରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.