Browsing Tag

rare fish

ଏହି ମାଛ ଦେଖିଲେ ଆସିବ ଭୂକମ୍ପ ଓ ସୁନାମି, ରୁହନ୍ତୁ ସତର୍କ

ନିକଟରେ ଥାଇଲ୍ୟାଣ୍ଡର ମତ୍ସ୍ୟଜୀବିମାନେ ଏକ ବିରଳ ମାଛ ଧରିଛନ୍ତି । ଏହି ମାଛକୁ ଦେଖିବା ପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । କାରଣ ଏହି ମାଛ ଦେଖିଲେ ଆସିବ ମହାପ୍ରଳୟ । ଏଥିପାଇଁ ଲୋକମାନଙ୍କୁ ବିନାଶର ଚିନ୍ତା ଘାରିଛି । ତେବେ ଆମେ ଯେଉଁ ମାଛର ନାଁ କହୁଛୁ ତାହା ହେଉଛି ଓରଫିସ୍, ଏହି…

ଆମେରିକାର ସମୁଦ୍ର କୂଳରୁ ମିଳିଲା ଏହି ବିରଳ ମାଛ, ଜାଣନ୍ତୁ ଏହାର ନାମ

ସମୁଦ୍ରରେ ଭିନ୍ନ ଭିନ୍ନ ବିଶାଳକାୟ ଜୀବ ରହୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ କିଛି ଜୀବ ଏପରି ଅଛନ୍ତି ଯେଉଁମାନଙ୍କୁ ଦେଖିଲେ ଆପଣ ବି ଡରିଯିବେ । କାହିଁକି ନା ଏହା କେବଳ ଆକାରରେ ବଡ଼ ହୋଇଥାନ୍ତି ତାହା ନୁହେଁ ଏମାନଙ୍କ ଶରୀରର ଗଠନ ଶୈଳୀ ମଧ୍ୟ ଭୟଙ୍କର ହୋଇଥାଏ । ତେବେ ଏଭଳି ଏକ…

ମାଛ ଗୋଟିକୁ ୫ ଲକ୍ଷ ୩୩ ହଜାରରେ ବିକ୍ରି କଲେ ଧୀବର, କିଣିଲେ ବିଦେଶୀ କମ୍ପାନୀ

ଚାନ୍ଦବାଲି : ମାଛ ଗୋଟିକର ଦାମ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ । ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସତ୍ୟ । ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫ କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ ନାମକ ଧୀବର ଏହି ବିରଳ ମାଟିଆ ତେଲି ମାଛ ଧରି ଥିବା ଜଣାପଡିଛି । ମାଛଟିର ଓଜନ…

ଦେବୀନଦୀର ବନ୍ୟାଜଳରୁ ଲୋକେ ଧରିଲେ ୧୫ କେଜିର ବାଳିଆ ମାଛ

କାକଟପୁର(କେନ୍ୟୁଜ୍):  ଦେବୀନଦୀରେ ଚଳିତ ବର୍ଷ ଆସିଛି ପ୍ରଥମ ବନ୍ୟାଜଳ। ନଦୀର ବନ୍ୟାଜଳ ନଦୀ ଅବବାହିକା ରେ ହୋଇଥିବା ଚାଷକୁ କ୍ଷତିଗ୍ରସ୍ତ କରିଛି। କିନ୍ତୁ ଏହି ବନ୍ୟା ଜଳ କେତେକ ଲୋକମାନଙ୍କ ପାଇଁ ରୋଜଗାର ର ପନ୍ଥା ସାଜିଛି। କିଛି ଲୋକମାନେ ନଦୀପଠାରେ ମାଡିଥିବା ବନ୍ୟାଜଳ ରେ ଜାଲ ଏବଂ…

କରତ ଭଳି ମୁହଁ ଦିଶୁଥିବା ବିରଳ ମାଛ ପହଞ୍ଚିଲା ସମୁଦ୍ର କୂଳରେ, ବାପରେ ଏତେ ବଡ଼ ମାଛ ?

ଜଳେଶ୍ୱର (କେନ୍ୟୁଜ୍‌) : ପଶ୍ଚିମବଙ୍ଗ ସୀମାନ୍ତ ଦିଘା ସମୁଦ୍ର ମୁହାଣରେ ଏକ ବିରଳ ପ୍ରଜାତିର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି । ମାଛଟିର ଓଜନ ପ୍ରାୟ ୫୦୦ କିଲୋଗ୍ରାମ ବା ୫ ଟନ୍‌ରୁ ଅଧିକ ହେବ । ଏହାର ମୁହଁ ଦେଖିବାକୁ ଲମ୍ବା କରତ ଭଳି । ଏହି ବିରଳ ମାଛ ଗଭୀର ସମୁଦ୍ରରେ ଦେଖାଯାଇ ଥାଏ…

୫ଲକ୍ଷ ଟଙ୍କାରେ ବିକ୍ରି ହେଲା ବିରାଟ ମାଛ, ଜାଣନ୍ତୁ କିଏ କିଣିଲା?

ଜଳେଶ୍ବର(କେନ୍ୟୁଜ୍): ଲକ୍ଷ ଟଙ୍କାରେ ବିକ୍ରି ହେଲା ମାଛ। ମାଛକୁ କିଣିଲା କୋଲକାତାର ଏକ ଫାର୍ମା କଂପାନୀ। ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ବିରାଟ ତେଲିଆ ମାଛ। ଦୀଘା ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାଙ୍କ…

ନିମାପଡ଼ା : ବନ୍ୟା ପାଣିରେ ବିରଳ ମାଛ, ଦେଖିଲେ ଆଖି ଲାଖି ଯିବ

ଗୋପ (କେନ୍ୟୁଜ୍‌) : ଏ ଫଟୋ ଦେଖି ଆପଣମାନେ ଜାଣି ପାରୁଥିବେ କି ଇଏ ଏକ ବିରଳ ପ୍ରଜାତିର ମାଛ । ବର୍ତ୍ତମାନର ବନ୍ୟା ବେଳେ ନିମାପଡା ବ୍ଲକ ଧନୁଆ ପଞ୍ଚାୟତ ବଉଳପଦା ଗାଁରେ ଏହି ମାଛଟି ଉଦ୍ଧାର ହୋଇଛି । ଧନୁଆ ନଦୀ ବଢ଼ିରେ ମାଛଟି ଚାଲି ଆସିଥିବା ଅନୁମାନ କରାଯାଉଛି । ଚିତ୍ର ବିଚିତ୍ର ମାଛଟି…

ଗୋଟିଏ ମାଛର ଦାମ୍ ୭ ଲକ୍ଷ ଟଙ୍କା! ପାରାଦୀପ ବାଲିପ୍ଲଟରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା

ପାରାଦୀପ(କେନ୍ୟୁଜ): ଗୋଟିଏ ମାଛର ଦାମ୍ ୭ ଲକ୍ଷ । ପାରାଦୀପ ବାଲିପ୍ଲଟରେ ମାଛ ବିକ୍ରିକୁ ନେଇ ଚାଲିଛି ଚର୍ଚ୍ଚା । ଗତକାଲି ଚାରୋଟି ମାଛ ଧରି ମତ୍ସ୍ୟଜୀବୀ ମାନେ ବାଲିପ୍ଲଟ ଆଣିବା ପରେ ଏହି ମାଛକୁ ନିଲାମ କରାଯାଇଥିଲା । ପାଖାପାଖି ୮୦ କିଲୋ ଓଜନର ଏହି ତେଲିଆ ବୋରେଇ ନିଲାମ ହେବାପରେ ୭ ଲକ୍ଷ…

ପାରାଦୀପ ସମୁଦ୍ରରୁ ଧରା ହେଲା ୨୮ କେଜିର ମାଛ, କିଲୋ ୪୨୦୦ ଟଙ୍କା

ପାରାଦୀପ : ପାରାଦୀପ ନିକଟସ୍ଥ ସମୁଦ୍ରରୁ ବିରାଟ କାୟ ମାଛ ଧରିଲେ ମତ୍ସ୍ୟଜୀବୀ । ଗୋଟିଏ ମାଛର ଓଜନ ପ୍ରାୟ ୨୮ କେଜି । ଏହି ମାଛର କେଜି ପ୍ରତି ଦର ୪୨ ଶହ ଟଙ୍କା । ଏହିଭଳି ଛୋଟ ବଡ଼ ୧୧ଟି ତେଲିଆ ବୋରେଇ ମାଛ ଧରିଛନ୍ତି । ଯାହାର ମୂଲ୍ୟ ୫ ଲକ୍ଷ ୮୦ ହଜାର ଟଙ୍କା ହେବ । ଆଜି ଅଠରବାଙ୍କି…

ଭଦ୍ରକ: ଚାନ୍ଦବାଲିରେ ଦେଖିବାକୁ ମିଳିଲା ବିରଳ ପ୍ରଜାତିର ବିଷାକ୍ତ ମାଛ ‘କ୍ଯାଟ୍‌ ଫିସ୍’

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ବିରଳ ପ୍ରଜାତିର ମାଛ ‘କ୍ଯାଟ୍‌ ଫିସ୍‌’ ଦେଖିବାକୁ ମିଳିଛି। ଦେଖିବାକୁ ସୁନ୍ଦର ହେଲେ ଏହି ମାଛଟି ମାଂସାହାରୀ ଓ ଉତ୍କଟ ବିଷଯୁକ୍ତ। ସାଧାରଣତଃ ଦକ୍ଷିଣ ଆମେରିକାର ଆମାଜାନ୍‌ ଅଞ୍ଚଳରେ ଏହି ପ୍ରଜାତିର ମାଛ ଦେଖିବାକୁ…

ଚିଲିକାରୁ ଉଦ୍ଧାର ହେଲା ବିରଳ ମାଛ, ଦେଖିବାକୁ ଲୋକଙ୍କ ଭିଡ଼

ବ୍ରହ୍ମଗିରି (କେ ନ୍ୟୁଜ୍‌) : ଚିଲିକାରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ମାଛ । ମାଛଟିର ଆକାର ଓ ଚେହେରା ସାଧାରଣ ମାଛ ଠାରୁ ପୂରା ଅଲଗା । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ସିପିଆ ଗାଁର ମତ୍ସ୍ୟଜୀବୀ ପ୍ରଦୀପ ପଲାଇ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲା ବେଳେ ଏହି ମାଛଟି…

ଭୁବନେଶ୍ବର : ଜାଲରେ ପଡିଲା ଅଦ୍ଭୁତ ବିରଳ ମାଛ, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ

ଭୁବନେଶ୍ବର(କେନ୍ଯୁଜ୍): ଆଜିକାଲି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳୁଛି, ଯାହା ବିଶ୍ବାସ ନହେଉଥିଲେ ମଧ୍ଯ ସତ। ସେହିଭଳି ଅଦ୍ଭୁତ ଘଟଣା ମଧ୍ଯରୁ କେଉଁଠାରେ ଯୋଡା ମୁଣ୍ଡ ଥିବା ସାପ ଦେଖିବାକୁ ମିଳିଛି ତ କେଉଁଠାରେ ହିଂସ୍ର ଜୀବ ସହ ନିରୀହ ଜୀବର ସୁସମ୍ପର୍କ ଦେଖିବାକୁ ମିଳିଛି।…