ପାରାଦୀପ ସମୁଦ୍ରରୁ ଧରା ହେଲା ୨୮ କେଜିର ମାଛ, କିଲୋ ୪୨୦୦ ଟଙ୍କା

ପାରାଦୀପ : ପାରାଦୀପ ନିକଟସ୍ଥ ସମୁଦ୍ରରୁ ବିରାଟ କାୟ ମାଛ ଧରିଲେ ମତ୍ସ୍ୟଜୀବୀ । ଗୋଟିଏ ମାଛର ଓଜନ ପ୍ରାୟ ୨୮ କେଜି । ଏହି ମାଛର କେଜି ପ୍ରତି ଦର ୪୨ ଶହ ଟଙ୍କା । ଏହିଭଳି ଛୋଟ ବଡ଼ ୧୧ଟି ତେଲିଆ ବୋରେଇ ମାଛ ଧରିଛନ୍ତି । ଯାହାର ମୂଲ୍ୟ ୫ ଲକ୍ଷ ୮୦ ହଜାର ଟଙ୍କା ହେବ । ଆଜି ଅଠରବାଙ୍କି ବାଲିପ୍ଲଟ ମାଛ ଗଦିରେ ଦେଖିବାକୁ ମିଳିଥିଲା ଏହି ମାଛ । ଏହାକୁ କୋଲକାତାର ଜଣେ ମାଛ ବ୍ୟବସାୟୀ କିଣି ଥିବା ସୂଚନା ମିଳିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.