Browsing Tag

paradip

ବିନା ସୁରକ୍ଷାରେ ସମ୍ପରେ ପଶିବା ପଡ଼ିଲା ମହଙ୍ଗା, କ୍ଷଣିକରେ ଟଳି ପଡ଼ିଲେ ଶ୍ରମିକ

ପାରାଦୀପ: ଗ୍ୟାସ୍ ପାଇପ୍ ଲିକ୍ ହେଲା । ମରାମତି ପାଇଁ ଯାଇଥିଲେ ଶ୍ରମିକ ଜଣକ । କିନ୍ତୁ ସେ ଜାଣି ନଥିଲେ ସେଠାରେ ସେ ଫସିଯିବେ ବୋଲି । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ସେହି କର୍ତ୍ତବ୍ୟ ପଥରେ ହିଁ ଚାଲିଗଲା ଶ୍ରମିକଙ୍କ ଜୀବନ । କଟକ - ପାରାଦୀପ ରାସ୍ତା କଡ଼ରେ ଗ୍ୟାସ ଲିକ୍…

ସ୍ଥଳ ଭାଗର ନିକଟତର ହେଉଛି ବାତ୍ୟା ‘ଦାନା’, ପାରଦୀପ ଠାରୁ ଅଛି ୨୧୦ କିଲୋମିଟର ଦୂରରେ

ଭୁବନେଶ୍ୱର : ସ୍ଥଳ ଭାଗର ନିକଟତର ହେଉଛି ବାତ୍ୟା ଦାନା  । ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୀଷଣ ବାତ୍ୟା ଦାନା । ଘଣ୍ଟାକୁ ୧୨ କିଲୋମିଟ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଦାନା । ସ୍ଥଳ ଭାଗର ନିକଟତର ହେବାରେ ଲାଗିଛି  । ଏବେ ପାରଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି…

ପଣ୍ୟ କାଢୁଥିବା ବେଳେ ଛିଡିଗଲା କ୍ରେନର ଚେନ୍, କ୍ରେନ୍ ଅପରେଟର ଆହତ

ପାରାଦ୍ଵୀପ : ପାରାଦ୍ଵୀପ ବନ୍ଦରର MPB ବର୍ଥରେ ଅଘଟଣ  । ପଣ୍ୟ କାଢୁଥିବା ବେଳେ ଛିଡିଗଲା କ୍ରେନର ଚେନ୍  । କ୍ରେନର ଲମ୍ବା ଲୁହା ବୁମ୍ ପଡି ଜାହାଜର ୭ ନମ୍ବର ଢାଙ୍କଣା କ୍ଷତିଗ୍ରସ୍ତ ହୋଇଛି  । MPB ବର୍ଥରେ ଏଏନଏମଏସ ମହାଲକ୍ଷ୍ମୀ ଜାହାଜ ପଣ୍ୟ ଖାଲି କରୁଥିବା ବେଳେ ଘଟିଛି ଘଟଣା । ଏଥିରେ…

ଗ୍ରାମରେ ଘଟୁଛି ଅଲୌକିକ ଘଟଣା, ରାତି ହେଲେ ଠେଙ୍ଗା ଧରି ଜଗୁଛନ୍ତି ଗ୍ରାମବାସୀ

ପାରାଦୀପ: ଅଣ୍ଟା ତଳକୁ ଧଳା ଲୁଗା, ଅଣ୍ଟା ଉପରକୁ ଦେଖାଯାଉନି କିଛି । ପାଖକୁ ଗଲେ ଉଭେଇ ଯାଉଛି, ଗୋଡାଇଲେ କୁଆଡେ ପଳାଉଛି ଜଣା ପଡୁନି । ହଠାତ୍ ରାତିରେ ଲିଭିଯାଉଛି ଷ୍ଟ୍ରିଟ ଲାଇଟ । ପୁଣି କିଛି ସମୟ ମଧ୍ୟରେ ଜଳି ଉଠୁଛି ଲାଇଟ୍ । ଆଉ ସେହି ୧୫ ମିନିଟ ଭିତରେ ରାସ୍ତାରେ ଥୁଆ ହେଉଛି କଣ୍ଟା…

ପାରାଦୀପରେ ମିଳିତ ସମରାଭ୍ୟାସ ‘ସାଗର କବଚ-୨, ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ ନେଇ କଳାକୌଶଳ ପ୍ରଦର୍ଶନ

ପାରାଦ୍ଵୀପ : ପାରାଦ୍ଵୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୨ । ୨୬-୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇ ଥର ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ସାଗର କବଚ ।  ଚଳିତ ବର୍ଷର…

ପାରାଦୀପରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ୧୭ଟି ୱାଗନ ଇଞ୍ଜିନରୁ ଖସି ଯାଇଥିବା ସୂଚନା

ପାରାଦ୍ବୀପ: ମାଲବାହୀ ଟ୍ରେନ ଲାଇନଚ୍ୟୁତ । ପାରାଦ୍ବୀପ ବାଉରିଆପାଳନ୍ଦାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ବନ୍ଦର ଭିତରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଟ୍ରେନର ୧୭ଟି ୱାଗନ ଇଞ୍ଜିନରୁ ଖସି ଯାଇଥିବା ସୂଚନା ମିଳିଛି । ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ କୌଣସି କ୍ଷୟକ୍ଷତି…

ଅବସର ଅଧ୍ୟାପକଙ୍କୁ ଭୁଜାଲିରେ ହାଣି ଲୁଟ୍,୪୦ ହଜାର ନଗଦ ଟଙ୍କା ସହ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ସୁନା ଅଳଙ୍କାର…

ପାରାଦୀପ : ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଭୁଜାଲିରେ ହାଣି ଲୁଟ୍ । କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରେ ।  ଅବସରପ୍ରାପ୍ତ ଅଧ୍ୟାପକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ପଶି ଦୁଇ ଦୁର୍ବୁତ୍ତ ତାଙ୍କୁ ଭୁଜାଲିରେ ହାଣିବା ସହ ୪୦ ହଜାର ନଗଦ ଟଙ୍କା ଓ ୨ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ମୂଲ୍ୟର…

ଫିଲ୍ମ ଷ୍ଟାଇଲରେ ପାରାଦ୍ଵୀପ ବସ ଷ୍ଟାଣ୍ଡରୁ ଲୁଟ, ଚା’ରେ ନିଶା ମିଶାଇ ସବୁକିଛି ଲୁଟିନେଲେ

ପାରାଦ୍ଵୀପ: ବସ୍ ଭଡାରେ ନେଇଥାନ୍ତି, ଦୁଇଦିନ ରିଜର୍ଭେସନ ପାଇଁ କେତେ ଟଙ୍କା ପଡିବ? ଆଉ ଟିକିଏ ରେଟ୍ କମ କର । ଛାଡ ଚାଲ ଚା' ପିଇବା ତା'ପରେ କଥାହେବା । ଏତିକି କହି ଚା' ପିଇବା ପରେ ସବୁକିଛି ଲୁଟିନେଲେ ଦୁବୃର୍ତ୍ତ । ଏଭଳି ସିନେମା ଷ୍ଟାଇଲରେ ବନ୍ଦର ନଗରୀ ପାରାଦ୍ଵୀପ ବସ ଷ୍ଟାଣ୍ଡରେ ଲୁଟ…

ମରିଗଲା ସବୁ ମମତା, ଲକ୍ଷେ ଟଙ୍କାରେ ଡାକ୍ତରଖାନାରେ ଛୁଆକୁ ବିକିଦେଲା ମା’

ପାରାଦୀପ: ଟଙ୍କା ଲୋଭ ମା’ କୁ କରିଦେଲା ଅନ୍ଧ। ମରିଗଲା ସବୁ ମମତା । ଅନ୍ତଫାଡ଼ି ଜନ୍ମ ଦେଇଥିଲା ହେଲେ ସେ ସବୁ କଷ୍ଟକୁ ଭୁଲିଗଲା । ତାଠୁ ବଡ଼ ହେଲା ତା ପାଇଁ ଟଙ୍କା । ଟଙ୍କା ଲୋଭ ଏତେ ଅନ୍ଧ କରି ଦେଲା ଯେ ମା’କୁ ଛୁଆ ପ୍ରେମ ଦେଖା ଗଲାନି । ୫ ଦିନର ଛୁଆକୁ ଅନ୍ୟ ହାତକୁ ଟେକିଦେଲା । ଲକ୍ଷେ…

ବନ୍ଧା ହେଲା କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମଭି ଦେବୀ ଜାହାଜ

ଜାହାଜ ଗିରଫ । କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମଭି ଦେବୀ ଜାହାଜ ବନ୍ଧା ହେଲା। ଜାହାଜକୁ ବାନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି ଓ କେମିତି ଗିରଫ ହେଲା ଏତେ ବଡ଼ ଜାହାଜ ? ଆରେଷ୍ଟ ଅଫ ୱାରେଣ୍ଟ ଏକ ସ୍ବତନ୍ତ୍ର ବ୍ୟବସ୍ଥା।…

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ଟ୍ରଲିରେ ବୋହି ହସ୍ପିଟାଲକୁ ନେଉଥିବା ସମୟରେ ରାସ୍ତାରେ ପ୍ରସବ କଲେ ପ୍ରସୂତି

ପାରାଦ୍ୱୀପ(କେନ୍ୟୁଜ): ବନ୍ଦରନଗରୀ ପାରାଦ୍ୱୀପରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମହିଳାଙ୍କ ପ୍ରସବ ବେଦନା ହେବାରୁ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରି ବିଫଳ ହେବାପରେ ପ୍ରସୂତିଙ୍କୁ ଟ୍ରଲିରେ ବୋହି ଆଣୁଥିବା ସମୟରେ ନୂଆବଜାର ରାଜରାସ୍ତାରେ ମହିଳା ଜଣଙ୍କ ପ୍ରସବ…

ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା, ଜାହାଜ ମୁକୁଳାଇବା ପ୍ରକ୍ରିୟା ଆରମ୍ଭ

ପାରାଦୀପ : ପାରାଦୀପରେ ଜାହାଜ ଏମଭି ଦେବୀରୁ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣାରେ ଜାହାଜକୁ ମୁକୁଳାଇବା ପାଇଁ ପ୍ରକ୍ରିୟା ଆରମ୍ଭ । ଭିଏତନାମାର ଏସିଆ ସିପିଂ କମ୍ପାନୀ ଲିମିଟେଡର ଅଧିକାରୀ ଜୁୟେନ କ୍ୟୁଓକ ଜଣେ ଭାଷା ଅନୁବାଦଙ୍କ ସହ କୁଜଙ୍ଗ କୋର୍ଟରେ ପହଞ୍ଚି ଆବେଦନ କରିଛନ୍ତି ।…