ଘରକୁ ଆଣନ୍ତୁ Hero Splendor Plus, ଦେବାକୁ ପଡିବ ମାତ୍ର ୯୦୦୦ ଟଙ୍କା
ହିରୋ Splendor ପ୍ଲସ ବ୍ଲାକ ଆଣ୍ଡ ଆକ୍ସେଣ୍ଟ ଭାରିଅଣ୍ଟର ଏକ୍ସ ଶୋ ରୁମ ଦାମ୍ ୭୩,୩୯୬ ଟଙ୍କା ରହିଥିବା ବେଳେ ଅନ ରୋଡ ୮୮,୪୭୯ ଟଙ୍କା ରହିଛି । ଯଦି ଆପଣ ବାଇକ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ୮୮ ହଜାର ଟଙ୍କା ଦେଇ ବାଇକ କିଣିପାରିବେ । କିନ୍ତୁ ଯଦି ଆପଣ ଏକା ସାଥିରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନଥାନ୍ତି, ତେବେ ଆପଣ ଡାଉନ ପେମେଣ୍ଟ କରି ବାଇକ୍ ଫାଇନାନ୍ସ ମଧ୍ୟ କରିପାରିବେ ।

ବଢିଆ ମାଇଲେଜ ଦେଉଥିବା ବାଇକ୍ର ଚାହିଦା ଭାରତୀୟ ବଜାରରେ ଅଧିକ ରହିଥାଏ । ଅଧିକ ମାଇଲେକ ଦେଉଥିବା ବାଇକ୍ ମାର୍କେଟରେ ରହିଛି । ଯାହାର ଦାମ୍, ଫିଚର୍ସ ଏବଂ ଡିଜାଇନ ମଧ୍ୟ ଭିନ୍ନ ଭିନ୍ନ ରହିଛି । ତେବେ ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ଏବଂ ସର୍ବାଧିକ ବିକ୍ରି ହେଉଥିବା ବାଇକ୍ ହିରୋ ମୋର୍ଟକର୍ପର ସ୍ପେଣ୍ଡର ପ୍ଲସ । ଏହି ବାଇକର ମଜବୁତ ଷ୍ଟାଇଲ, ଦାମ ଏବଂ ଦମଦାର ମାଇଲେଜ କାରଣରୁ ଗତ କିଛିବର୍ଷ ହେଲାଣି ଭାରତରେ ଏହା ସର୍ବାଧିକ ବିକ୍ରି ହେଉଛି । ଯଦି ଆପଣ ବାଇକ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ହିରୋ Splendor ପ୍ଲସ କିଣିପାରିବେ । ଯାହା ସଠିକ୍ ଦାମ ସହିତ ଭଲ ମାଇଲେଜ ମଧ୍ୟ ଦେଉଛି । ହିରୋ Splendor ପ୍ଲସ ବାଇକ୍ ଏକ ଲିଟର ପେଟ୍ରୋଲ ପ୍ରତି ୮୦.୬ କିଲୋମିଟର ଦୂର ଯାଇଥାଏ ।
ହିରୋ Splendor ପ୍ଲସ ବ୍ଲାକ ଆଣ୍ଡ ଆକ୍ସେଣ୍ଟ ଭାରିଅଣ୍ଟର ଏକ୍ସ ଶୋ ରୁମ ଦାମ୍ ୭୩,୩୯୬ ଟଙ୍କା ରହିଥିବା ବେଳେ ଅନ ରୋଡ ୮୮,୪୭୯ ଟଙ୍କା ରହିଛି । ଯଦି ଆପଣ ବାଇକ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ୮୮ ହଜାର ଟଙ୍କା ଦେଇ ବାଇକ କିଣିପାରିବେ । କିନ୍ତୁ ଯଦି ଆପଣ ଏକା ସାଥିରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନଥାନ୍ତି, ତେବେ ଆପଣ ଡାଉନ ପେମେଣ୍ଟ କରି ବାଇକ୍ ଫାଇନାନ୍ସ ମଧ୍ୟ କରିପାରିବେ ।
ଅନଲାଇନ ଡାଉନ ପେମେଣ୍ଟ ଏବଂ EMI ଅନୁସାରେ ଯଦି ଆପଣ ବାଇକ କିଣିବା ପାଇଁ ୯ ହଜାର ଟଙ୍କା ଡାଉନ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ବ୍ୟାଙ୍କରୁ ୭୯,୪୭୯ ଟଙ୍କାର ଲୋନ ନେବାକୁ ହେବ । ଯାହା ଉପରେ ୯.୭ ପ୍ରତିଶତ ବାର୍ଷିକ ସୁଧ ମଧ୍ୟ ହେବ । ଏହି ଲୋନ ଆପ୍ରୁଭ ହୋଇଗଲେ, ଆପଣ ବାଇକ୍ ଘରକୁ ନେଇପାରବେ । ଆଉ ୩ ବର୍ଷ ଯାଏଁ ପ୍ରତି ମାସକୁ ୨,୫୫୩ ଟଙ୍କା EMI ସୁଝିବାକୁ ହେବ ।