ଘରକୁ ଆଣନ୍ତୁ Hero Splendor Plus, ଦେବାକୁ ପଡିବ ମାତ୍ର ୯୦୦୦ ଟଙ୍କା
ବଢିଆ ମାଇଲେଜ ଦେଉଥିବା ବାଇକ୍ର ଚାହିଦା ଭାରତୀୟ ବଜାରରେ ଅଧିକ ରହିଥାଏ । ଅଧିକ ମାଇଲେକ ଦେଉଥିବା ବାଇକ୍ ମାର୍କେଟରେ ରହିଛି । ଯାହାର ଦାମ୍, ଫିଚର୍ସ ଏବଂ ଡିଜାଇନ ମଧ୍ୟ ଭିନ୍ନ ଭିନ୍ନ ରହିଛି । ତେବେ ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ଏବଂ ସର୍ବାଧିକ ବିକ୍ରି ହେଉଥିବା ବାଇକ୍ ହିରୋ…