Below header
Browsing Tag

paradip

କୁଜଙ୍ଗରେ ୨୦ ଫୁଟର ଘାଇ, ପାଣି ଭୟରେ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ୧୦୦ରୁ ଅଧିକ ପରିବାର

ପାରାଦୀପ (କେନ୍ୟୁଜ): ପାରାଦୀପ କୁଜଙ୍ଗ ବ୍ଲକ ତେରମାଣପୁରରେ ୨୦ ଫୁଟର ଘାଇ। ଆଜି ସକାଳୁ ମହାନଦୀର ପ୍ରଥମ ବନ୍ୟା ଜଳ ଆସିବା ଫଳରେ ଘାଇ ସୃଷ୍ଟି ହୋଇଛି । ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ବନ୍ୟାଜଳ ପ୍ରବେଶ କରିଛି । ଭୟରେ ୧୦୦ରୁ ଅଧିକ ପରିବାର ତାଳଦଣ୍ଡା ବନ୍ଧ ଉପରକୁ ଚାଲି…

ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ, ଧାରୁଆ ଅସ୍ତ୍ରରେ ଦୁଇ ମହିଳାଙ୍କୁ ହାଣି ମାରିଦେଲା

ପାରାଦ୍ବୀପ(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା  କୁଜଙ୍ଗରେ ଡବଲ ମର୍ଡର। ଯୁବକର କଟୁରି ଚୋଟରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଦୁଇ ମହିଳାଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରାପ୍ତଖବର ଅନୁଯାୟୀ ଆଜି ସକାଳ ସମୟରେ…

ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ପ୍ରତିରୋଧ ପାଇଁ ଆରମ୍ଭ ହେଲା ସମରାଭ୍ୟାସ, ଦୁଇ ଦିନ ଧରି ଚାଲିବ କଳାକୌଶଳ ପ୍ରଦର୍ଶନ

ପାରାଦୀପ (କେନ୍ୟୁଜ): ଆରମ୍ଭ ହୋଇଛି ସମରାଭ୍ୟାସ । ୨୬.୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହୋଇଥାଏ ମିଳିତ ସମରାଭ୍ଯାସ ସାଗର କବଚ। ତେବେ ଏ ବର୍ଷର ପ୍ରଥମ ସମରାଭ୍ଯାସ ସାଗର କବଚ OD…

ପାରାଦ୍ବୀପ ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର, ଗୋଡ଼ରେ କ୍ୟାମେରା ଓ ଚିପ ଲାଗିଛି

ପାରାଦ୍ବୀପ(କେନ୍ୟୁଜ): ସମୁଦ୍ର ଭିତରୁ ସନ୍ଦେହ ଅବସ୍ତାରେ ପାରା ଉଦ୍ଧାର। ପାରାର ଗୋଡ଼ରେ କ୍ୟାମେରା ଓ ଚିପ ଥିବାବେଳେ ପାରା ଟି ଉଦ୍ଧାର ହୋଇଥିବା ଜଣାପଡ଼ିଛି । ପାରାର ଦେହରେ ବିଦେଶୀ ଭାଷା ଲେଖାଥିବା ବେଳେ ପାରାଦୀପରୁ 42 ନଟିକାଲ ମାଇଲ ଦୂରରେ ଏହାକୁ ଠାବ କରିଥିଲେ କିଛି ମାଛ ଧରା ଟ୍ରଲର।…

ପାଣି ସଂକଟରେ ପାରାଦୀପ, ବନ୍ଦର ନଗରୀରେ ଉଦବେଗଜନକ ଭାବେ ଖସୁଛି ଭୂତଳ ଜଳ

ପାରାଦୀପ (କେନ୍ୟୁଜ୍‌) : ଧୀରେ ଧୀରେ କମିବାରେ ଲାଗିଛିି ଭୂତଳ ଜଳ। ଏହା ଗୋଟିଏ ସ୍ଥାନ ନୁହେଁ ସାରା ପୃଥିବୀରେ ଏଭଳି ସମସ୍ୟା ଦେଖା ଦେଇଛି । ତେବେ ଜଗତସିଂହପୁର ଜିଲ୍ଲାର ବନ୍ଦର ନଗରୀ ପାରାଦୀପରେ ଏ ନେଇ ଆଗକୁ ଅଧିକ ସଂକଟ ଦେଖା ଦେଇ ପାରେ ବୋଲି ଏକ ଆଶଙ୍କା ଉପୁଜିଛି । ତେଣୁ ଭୂତଳ ଜଳ…

ପାରାଦୀପରୁ ଚଣ୍ଡିଖୋଲ ଯାଉଥିବା ବେଳେ ରାସ୍ତା ଉପରେ ଜଳିଗଲା ଟ୍ରକ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ପାରାଦୀପ (କେନ୍ୟୁଜ): ଭୂତମୁଣ୍ଡାଇ ପୋଲ ଉପରେ ଜଳିଗଲା ଟ୍ରକ୍ । ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ଟିରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବାବେଳେ ଭୋର୍ ସମୟରୁ ଘଟିଛି ଘଟଣା। OD 05 k 7207 ବିଶିଷ୍ଟ ନମ୍ବର ଗାଡି ରେ ନିଆଁ…

ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ OHRC

ଭୁବନେଶ୍ବର(କେନ୍ୟୁଜ୍): ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ଓଡ଼ିଶା ମାନବିକ ଅଧିକାର ଆୟୋଗ । ଘଟଣାର ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଓଏଚ୍‌ଆର୍‌ସି ଅତିରିକ୍ତ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ୨୦…

ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ମାରି ଦିଆଯାଇଥିବା ଅଭିଯୋଗ କଲେ ଉତ୍ତ୍ୟକ୍ତ…

ପାରାଦୀପ (କେନ୍ୟୁଜ): ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଷ୍ଟାଫ ନର୍ସ ନିବେଦିତା ଜେନାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରି ଶତାଧିକ ଲୋକ ହସ୍ପିଟାଲ ଘେରାଉ କରିଛନ୍ତି । ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ଓ…

ପାରାଦୀପ ସମୁଦ୍ରରୁ ଧରା ହେଲା ୨୮ କେଜିର ମାଛ, କିଲୋ ୪୨୦୦ ଟଙ୍କା

ପାରାଦୀପ : ପାରାଦୀପ ନିକଟସ୍ଥ ସମୁଦ୍ରରୁ ବିରାଟ କାୟ ମାଛ ଧରିଲେ ମତ୍ସ୍ୟଜୀବୀ । ଗୋଟିଏ ମାଛର ଓଜନ ପ୍ରାୟ ୨୮ କେଜି । ଏହି ମାଛର କେଜି ପ୍ରତି ଦର ୪୨ ଶହ ଟଙ୍କା । ଏହିଭଳି ଛୋଟ ବଡ଼ ୧୧ଟି ତେଲିଆ ବୋରେଇ ମାଛ ଧରିଛନ୍ତି । ଯାହାର ମୂଲ୍ୟ ୫ ଲକ୍ଷ ୮୦ ହଜାର ଟଙ୍କା ହେବ । ଆଜି ଅଠରବାଙ୍କି…

ପାରାଦୀପ: ନକଲି କୋଭିଡ ନେଗେଟିଭ ରିପୋର୍ଟ ଓ କ୍ୟାରେକ୍ଟର ସାର୍ଟିଫିକେଟ ତିଆରି କରୁଥିବା ଯୁବକ ଗିରଫ

ପାରାଦୀପ(କେନ୍ୟୁଜ୍) : କୋଭିଡ ନେଗେଟିଭ ଓ କ୍ୟାରେକ୍ଟର ସାର୍‌ଟିଫିକେଟ ତିଆରି କରୁଥିବା ଯୁବକଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗିରଫ ଯୁବକ ଜଣଙ୍କ କାଳନ୍ଦୀ ତରାଇ ତା ଘର କୁଜଙ୍ଗ ବ୍ଲକ ବଗଦିଆ ଗ୍ରାମର ବୋଲି ଜଣାପଡିଛି । କାଳନ୍ଦି ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର…

ଆଜିଠାରୁ ପାରାଦୀପରେ ଆରମ୍ଭ ହେଲା ଦୁଇ ଦିନିଆ ସମରାଭ୍ୟାସ ‘ସି ଭିଜିଲ’, ୧୮ଟି ମେରାଇନ୍‌ ଥାନା କର୍ମଚାରୀ ସାମିଲ୍‌

ପାରଦୀପ : ପାରଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସି ଭିଜିଲ । ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଇଣ୍ଟନ ନାଭାଲ କମାଣ୍ଡ ବିଶାଖାପଟନମ ଓ ନାଭାଲ ଫିସର ଇନଚାର୍ଜ…

ତିନି ଦିନ ପରେ ମିଳିଛି ଛାତ୍ରଙ୍କ ମୃତଦେହ, ପାରାଦୀପ ଭୋସକାଲିସ ପଏଣ୍ଟ ସମୁଦ୍ରରେ ଭାସି ଯାଇଥିଲେ

ପାରାଦୀପ (କେ ନ୍ୟୁଜ୍‌) : ତିନି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ । ପାରାଦୀପ ଭୋସକାଲିସ ପଏଣ୍ଟ ସମୁଦ୍ରରେ ସିଦ୍ଧାନ୍ତ ନାମକ ଏହି ଛାତ୍ର ନିଖୋଜ ଥିଲେ । ସମୁଦ୍ର କୂଳରେ ଖେଳୁଥିବା ବେଳେ ଭାସିଯାଇଥିଲେ । ୧୪ ବର୍ଷ ବୟସ୍କ ଛାତ୍ର ସିଦ୍ଧାନ୍ତ ପ୍ରଧାନଙ୍କ ମୃତଦେହ ସାଉଥ ଗେଟ ନିକଟରୁ…