Below header
Browsing Tag

paradip

ପାରାଦୀପ: ରାସ୍ତା ମଝିରେ ଓଲଟିପଡ଼ିଲା ମାଛ ଭର୍ତ୍ତି ପିକଅପ୍ ଭ୍ୟାନ୍, କିଛି ମିନିଟ ଭିତରେ ଅଧାଖାଲି କରିଦେଲେ ଲୋକେ

ପାରାଦୀପ(କେନ୍ୟୁଜ୍): ରାସ୍ତା ମଝିରେ ଭାରସାମ୍ୟ ଭାରସାମ୍ୟ ହରାଇ ଓଲଟିପଡ଼ିଲା ପାରାଦୀପ ମାଛଧରା ବନ୍ଦରରୁ ଦୀଘା ଯାଉଥିବା ମାଛ ଭର୍ତ୍ତି ପିକଅପ୍ ଭ୍ୟାନ୍। ରାସ୍ତାର ବିଛାଡ଼ି ହୋଇ ପଡିଲେ ମାଛ। କିନ୍ତୁ ମାଛ ଗାଡିକୁ ଉଦ୍ଧାର କରିବା ପରିବର୍ତ୍ତେ  ବାଟରେ ଯାଉଥିବା ଲୋକ ଯିଏ ଯେତେ ପାରିଲେ…

କୁଜଙ୍ଗ : ପ୍ରେମକୁ ମିଳିଲାନି ସ୍ୱୀକୃତି, ଶେଷରେ ଗଛରେ ରସି ଲଗାଇ ଝୁଲି ପଡିଲେ ପ୍ରେମୀ ଯୁଗଳ

ପାରାଦୀପ(କେନ୍ଯୁଜ୍): ପ୍ରେମକୁ ମିଳିଲାନି ସ୍ୱୀକୃତି, ବାଛି ନେଲେ ଆତ୍ମହତ୍ଯାର ବାଟ। ଗୋଟିଏ ଗଛରେ ରସି ଲଗାଇ ଝୁଲି ପଡିଲେ ଉଭୟ ପ୍ରେମୀ ଯୁଗଳ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗ୍ରାମରେ। ସୂଚନା ମୁତାବକ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ…

ପାରାଦୀପ: ବତାସ ଆଗରେ ହାର ମାନିଗଲା ଡେଣାର ବଳ, ଅମ୍ଫାନ ମାଡରେ ଆକାଶରୁ ଖସି ପଡିଲା ବିରଳ ପକ୍ଷୀ

କେନ୍ୟୁଜ୍ (ବ୍ୟୁରୋ): ବିରଳ ପ୍ରଜାତିର ଆମେରିକାନ ପକ୍ଷୀ ଉଦ୍ଧାର।  ଅମ୍ଫାନ ବାତ୍ୟାର ପବନ ଯୋଗୁଁ  ଏହି ପକ୍ଷୀଟି  ପାରାଦୀପର ଜି.ଜେ.ଆଇ କଲୋନୀରେ ପଡିଯାଇଥିଲା। ଏହି ପକ୍ଷୀଟିର ନାମ ଆମେରିକାନ ପୋଲିକାନ୍ ବୋଲି ଜଣା ପଡିଛି। ଏହି ପକ୍ଷୀଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଜନସମାଗମ ହେଉଛି ।…

ଆର୍ସଲର ମିତ୍ତଲ ହାତକୁ ଯାଇପାରେ ପାରାଦୀପର ଓଡ଼ିଶା ସ୍ଲରୀ ପାଇପଲାଇନ୍‌ ଲିମିଡେଟ୍‌ ବା OSPIL, ଋଣଦାତାମାନେ ବି ଏହା…

କେନ୍ୟୁଜ୍(ବ୍ୟୁରୋ): ଏସାର ପରେ ଆର୍ସଲର ମିତ୍ତଲ ହାତକୁ ଯାଇପାରେ ପାରାଦୀପରେ ଥିବା ଓଡ଼ିଶା ସ୍ଲରୀ ପାଇପଲାଇନ୍‌ ଲିମିଡେଟ୍‌ ବା OSPIL । ଏନେଇ ଆଶା ଉଜ୍ଜ୍ୱଳ ହୋଇଛି । ଋଣଦାତାମାନେ ଚାହୁଁଛନ୍ତି ଆର୍ସେଲର ମିତ୍ତଲକୁ ଯାଉ OSPILର ମାଲିକାନା ସ୍ୱତ୍ୱ । OSPILକୁ ୨୨ଶହ କୋଟି ଟଙ୍କାରେ…

ପାରାଦୀପ ବନ୍ଦରରେ ଲାଗିଲା ଯୁଦ୍ଧ ଜାହାଜ, ଦୁଇ ଦିନ ଧରି ମାଗଣାରେ ଦେଖିପାରିବେ ଦର୍ଶକ

ପାରାଦୀପ(କେନ୍ୟୁଜ୍):  ପାରାଦୀପ ବନ୍ଦରରେ ଯୁଦ୍ଧ ଜାହାଜ। ଏନ୍‌କ୍ୟୁ ବର୍ଥ ଦୁଇରେ ଲାଗିଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ଘଡିଆଳ ଓ ଆଇଏନ୍‌ଏସ୍‌ ରଣା। ଜାହାଜ ଦୁଇଟିକୁ ସାଧାରଣଲୋକେ ଆଜି ଆସନ୍ତାକାଲି ଦୁଇ ଦିନ ଧରି ମାଗଣାରେ ଦେଖିପାରିବେ। ସ୍ୱତନ୍ତ୍ର ବସ୍‌ ଯୋଗେ ଜୟଦେବ…

ପାରାଦୀପରେ ପରିବହନ ଠପ୍ : ଜାହାଜରୁ ହେଉନି ଲୋଡିଂ ଓ ଅନଲୋଡିଂ

ପାରାଦୀପ(କେନ୍ୟୁଜ୍) : ବନ୍ଦରର ପରିବହନ କାର୍ୟ୍ୟ ସଂପୂର୍ଣ୍ଣ ଠପ୍ । ବନ୍ଦରର ନିଷିଦ୍ଧାଞ୍ଚଳରେ ଆଜି କୌଣସି ପ୍ରକାର ପଣ୍ୟ କାରବାର ହୋଇନାହିଁ। ଜାହାଜରୁ ଲୋଡିଂ ଓ ଅନଲୋଡିଂ ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ଦରରେ କାର୍ୟ୍ୟରତ ଷ୍ଟିଭେଡୋରିଂ ଅଧିନରେ ଥିବା କାର୍ୟ୍ୟରତ ଠିକା…