Below header

ପାରାଦୀପରୁ ଚଣ୍ଡିଖୋଲ ଯାଉଥିବା ବେଳେ ରାସ୍ତା ଉପରେ ଜଳିଗଲା ଟ୍ରକ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ପାରାଦୀପ (କେନ୍ୟୁଜ): ଭୂତମୁଣ୍ଡାଇ ପୋଲ ଉପରେ ଜଳିଗଲା ଟ୍ରକ୍ । ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ଟିରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବାବେଳେ ଭୋର୍ ସମୟରୁ ଘଟିଛି ଘଟଣା। OD 05 k 7207 ବିଶିଷ୍ଟ ନମ୍ବର ଗାଡି ରେ ନିଆଁ ଲାଗିଥିଲା ବେଳେ ଏହାର ଡ୍ରାଇଭର ଓ ହେଲପର ଦେଖା ନଥିବା ଏବ୍ଂ ଗାଡି ର କେବିନ ଟି ସମ୍ପୂର୍ଣ୍ଣ ରୂପେ ଜାଳି ଯାଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.