Below header

ଭୁବନେଶ୍ବର : ଜାଲରେ ପଡିଲା ଅଦ୍ଭୁତ ବିରଳ ମାଛ, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ

ଭୁବନେଶ୍ବର(କେନ୍ଯୁଜ୍): ଆଜିକାଲି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳୁଛି, ଯାହା ବିଶ୍ବାସ ନହେଉଥିଲେ ମଧ୍ଯ ସତ। ସେହିଭଳି ଅଦ୍ଭୁତ ଘଟଣା ମଧ୍ଯରୁ କେଉଁଠାରେ ଯୋଡା ମୁଣ୍ଡ ଥିବା ସାପ ଦେଖିବାକୁ ମିଳିଛି ତ କେଉଁଠାରେ ହିଂସ୍ର ଜୀବ ସହ ନିରୀହ ଜୀବର ସୁସମ୍ପର୍କ ଦେଖିବାକୁ ମିଳିଛି। ଏଭଳି କିଛି ଅଦ୍ଭୁତ ଘଟଣା ମଧ୍ଯରୁ ଆଜି ରାଜଧାନୀ ଭୁବନେଶ୍ବର ଉପକଣ୍ଟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣାଟି ହେଉଛି ରାଜଧାନୀ ଉପକଣ୍ଠ ହରିଦାସ ପୁର ପୁରୀ କେନାଲରୁ ଏକ ବିରଳ ମାଛ ଉଦ୍ଧାର କରାଯାଇଛି।

fish-ସୂଚନା ମୁତାବକ ଧୀବର ଜଣକ ମାଛ ଧରିବା ପାଇଁ ଜାଲ ପକାଇଥିବା ବେଳେ ତାଙ୍କ ଜାଲରେ ଏହି ବିରଳ ପ୍ରଜାତିର ମାଛ ପଡିଥିଲା। ବର୍ତ୍ତମାନ ଏହି ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.