Below header

ଚିଲିକାରୁ ଉଦ୍ଧାର ହେଲା ବିରଳ ମାଛ, ଦେଖିବାକୁ ଲୋକଙ୍କ ଭିଡ଼

ବ୍ରହ୍ମଗିରି (କେ ନ୍ୟୁଜ୍‌) : ଚିଲିକାରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ମାଛ । ମାଛଟିର ଆକାର ଓ ଚେହେରା ସାଧାରଣ ମାଛ ଠାରୁ ପୂରା ଅଲଗା । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ସିପିଆ ଗାଁର ମତ୍ସ୍ୟଜୀବୀ ପ୍ରଦୀପ ପଲାଇ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲା ବେଳେ ଏହି ମାଛଟି ତାଙ୍କ ଜାଲରେ ପଡ଼ିଥିଲା । ସେ ଏହି ବିରଳ ମାଛଟିକୁ ଗାଁକୁ ନେଇ ଆସିଥିଲେ । ଏହାକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ଼ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.