ପିପିଲି(କେନ୍ଯୁଜ୍): ବାଲିପାଟଣା ବାରହଳ ଗାଁରେ ଶିଶୁକନ୍ୟାକୁ ନିର୍ଯାତନା ଘଟଣାରେ ସାବତ ମାଆ ଓ ବାପାକୁ ଗିରଫ କଲା ବାଲିପାଟଣା ପୋଲିସ । ଶିଶୁ କନ୍ୟାଟିକୁ ମାନସିକ ଓ ନିର୍ଯାତନା ଦେବା ସହ ହାତରେ ଗରମ ପାଣି ପକାଇଦେଲେ ସାବତ ମାଆ ଓ ବାପା। ଏପରିକି ହାତ ଗୋଡ ବାନ୍ଧି ରଖିବା ସହ ନିର୍ଯାତନା ଦେଇଥିଲେ ।
ଗୁରୁତର ଅବସ୍ଥାରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି OSCPCR ଅଧ୍ୟକ୍ଷା ଓ ଡିସିପିଓ। ଏହାସହ ଶିଶୁର ପାଠପଢା ପାଇଁ ପ୍ରତିମାସ ୨ ହଜାର ଅନୁଦାନ ଦେବାକୁ ସିଡବ୍ଲୁସିକୁ ଅନୁରୋଧ କରିଛି ଚାଇଲଡ୍ ଲାଇନ।
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…
ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…