Categories: ରାଜ୍ୟ

ମୟୁରଭଞ୍ଜ ଜିଲ୍ଲାରେ ଦୀପାବଳିର ନିଆର ପରମ୍ପରା ବାନ୍ଦଣା ପର୍ବ

ମୟୁରଭଞ୍ଜ :  ମୟୁରଭଞ୍ଜ ଜିଲ୍ଲାରେ ରହିଛି ଦୀପାବଳିର ନିଆର ପରମ୍ପରା । ଦୀପାବଳିରେ ମାଆ କାଳୀଙ୍କୂ ପୂଜାର୍ଚ୍ଚନା କରାଯିବା ସହ ଆଦିବାସୀ ଓ କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ଉତ୍ସବକୁ ବାନ୍ଦଣା ପର୍ବ ଭାବେ ପାଳନ କରିଥାନ୍ତି । କୁଡୁମୀ ମାନେ ଏହି ପର୍ବକୁ ଗୋବର୍ଦ୍ଧନ ପୂଜା ଓ ହାତି ଲେଖାନ କହୁଥିବା ବେଳେ ସାନ୍ତାଳୀ ମାନେ ଏହାକୁ ସହରାୟ ପରବ କହିଥାନ୍ତି । ଏହିଦିନ ଗାଈଗୋରୁଙ୍କ ସେବା କରିବା ସହ କଅଁଳ ଘାସ ଖାଇବାକୁ ଦିଆଯାଏ । ପ୍ରଥମ ଦିନ ପୂଜାକୁ ଗୋଠ ପୂଜା କୁହାଯାଏ । ଏହି ପୂଜା ତିନିଦିନ ଧରି ପାଳନ କରାଯାଇଥାଏ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମେ । ଏହି ପର୍ବ ଦ୍ୱାରା ଗାଁ ମଧ୍ୟରେ ଥିବା ବିବାଦ ଦୂର ହେବା ସହ ସଂସ୍କୃତି ବଜାୟ ରହିଥାଏ ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

24 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

35 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

48 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

51 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago