ଟାଙ୍ଗୀ(କେ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ବାଣପୁରର ଝିଅ ପାୟଲ ପ୍ରିୟଦର୍ଶିନୀ । ବୟସ ସେତେ ଅଧିକ ନହୋଇଥିଲେ ମଧ୍ୟ “ମାନବ ସେବା ହିଁ ମାଧବ ସେବା”କୁ ଜୀବନର ବ୍ରତ ଭାବରେ ଗ୍ରହଣ କରିନେଇଛନ୍ତି । ମା’ ଭଗବତୀ ଫାଉଣ୍ଡେସନ ନାମକ ସାମାଜିକ ଅନୁଷ୍ଠାନ ଗଢ଼ି ନିଜର ସ୍ଵଳ୍ପ ଆୟରୁ କିଛି କିଛି ସଞ୍ଚୟ କରି ସମାଜରେ ଥିବା ଅସହାୟ ଓ ନିରାଶ୍ରୟ ଲୋକଙ୍କ ପାଖରେ ପହଁଚି କିଛି ନା କିଛି ଲୋକଙ୍କ ସାହାଯ୍ୟ କରିବା ସହ ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।
ଆଜି କ୍ୟାନ୍ସର ପୀଡ଼ିତ ଯୁବକ ମନୋଜଙ୍କ ନିକଟରେ ପହଞ୍ଚି ରେସନ ସାମଗ୍ରୀ ଓ ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏଭଳି ନିଃସ୍ୱାର୍ଥ ପର ସେବା ପାଇଁ ଏବେ ପାୟଲଙ୍କୁ ଚାରିଆଡୁ ପ୍ରସଂଶାର ସୁଅ ଛୁଟୁଛି । ଆଗକୁ ଆହୁରି ଅନେକ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ପାୟଲ ଜଣାଇଛନ୍ତି ।
ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…
ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…
ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା l ଘଟଣାକୁ…
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …
ସୋର : କୋଇଲା ବଗିରେ ଲାଗିଛି ନିଆଁ l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…