କଟକ(କେନ୍ୟୁଜ୍): ଜେଲ ଗଲେ କଟକ ବାରଙ୍ଗ ତହସିଲଦାର । ତହସିଲଦାର ବିଚିତ୍ରାନନ୍ଦ ନାୟକ ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଗତକାଲି ଭିଜିଲାନ୍ସ ଧରିଥିଲା। ଏପ୍ରିଲ ୨୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଭିଜିଲାନ୍ସ କୋର୍ଟ। ଗାଡିରୁ ଜବତ ହୋଇଥିଲା ୧ ଲକ୍ଷ ୭ ହଜାର ଟଙ୍କା। ୫୫ ଲକ୍ଷ ୬୯ ହଜାର ଟଙ୍କାର ସମ୍ପତି ଠାବ କରିଛି ଭିଜିଲାନ୍ସ।
ଭୁବନେଶ୍ୱରରେ ରହିଛି ତିନୋଟି ପ୍ଲଟ। ଇନ୍ସୁରାନ୍ସ ପଲିସରେ ଜମା ଦେଇଛନ୍ତି ୨୫ ଲକ୍ଷ ଟଙ୍କା। ଗତକାଲି ଠାରୁ ପଟିଆ ବାସଘର ଓ ଢେଙ୍କାନାଳ ଗଁଦିଆ ପୈତୃକ ଘରେ ଚଢାଉ ଚାଲିଥିଲା। ଭିଜିଲାନ୍ସର ଖୋଳତାଡ଼ ଜାରୀ ରହିଛି।
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…
Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…
ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…
ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର । ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର । କେନ୍ଦ୍ରାପଡା…