ରାଜ୍ୟ

ଅନୁଭବ- ବର୍ଷା ପାରିବାରିକ ମାମାଲା: ବର୍ଷାଙ୍କର ହେଲା ସାକ୍ଷ୍ୟଗ୍ରହଣ

କଟକ(କେନ୍ୟୁଜ୍): ବର୍ଷା- ଅନୁଭବ ପାରିବାରିକ ବିବାଦ ମାମଲାର ଶୁଣାଣି ଶେଷ । କୋର୍ଟରୁ ଗଲେ ବର୍ଷା-ଅନୁଭବ । ବର୍ଷାଙ୍କର ସାଖ୍ୟଗ୍ରହଣ ହୋଇଛି । ବର୍ଷା ପ୍ରିୟଦର୍ଶିନୀ ସମୟରେ ଆସି କୋର୍ଟରେ ଉପସ୍ଥିତ ହୋଇଥିଲେ । ଆଜି ଦୁଇଟି ପର୍ଯ୍ୟାୟରେ ଜେରା ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଆଜି ପ୍ରକ୍ରିୟା ଅସଂପୂର୍ଣ୍ଣ ରହିଲା । ଅନୁଭବଙ୍କ ଆଇନଜୀବୀ କୋର୍ଟରେ ଅନାବଶ୍ୟକ ପ୍ରଶ୍ନ ପଚାରିଥିଲେ । ଓଭରପାୱାର କରିବାକୁ ଚେଷ୍ଟା କଲେ । ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରିଲେ ଅନୁଭବଙ୍କ ଓକିଲ ।

ଏନେଇ ଲିଖିତ ଭାବରେ କୋର୍ଟଙ୍କୁ ଜଣାଇଲେ ବର୍ଷା । ବର୍ଷା ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଚେଷ୍ଟା କରୁଥିବା ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ ସୂଚନା ଦେଇଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା । ଆମ ତରଫରୁ କୌଣସି ପ୍ରକାର ଅନାବଶ୍ୟକ ପ୍ରଶ୍ନ ପଚରା ଯାଇନଥିଲା । ସମସ୍ତ ପ୍ରଶ୍ନ ଯଥାର୍ଥ ଥିଲା । ଅନୁଭବ ମଧ୍ୟ କିଛି ପ୍ରଶ୍ନ ନିଜେ ପଚାରିଥିଲେ । କୌଣସି ପ୍ରଶ୍ନକୁ ନେଇ କୋର୍ଟ ଓଭର ରୂଲ ବା ଆପତ୍ତି ଉଠାଇ ନଥିଲେ ।….

KNews Bureau

Recent Posts

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

1 hour ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

1 hour ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

3 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

4 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

4 hours ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

4 hours ago