Categories: ରାଜ୍ୟ

ଓଡିଶାରେ ଶାସନ ଓ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ବିଲ୍ ବିଧାନସଭାରେ ପାରିତ

ଭୁବନେଶ୍ବର(କେନ୍ଯୁଜ୍) : ଭାଷା ଆନ୍ଦୋଳନ, ଓଡିଶାର ୮୭୮ ଦିନର ଆନ୍ଦୋଳନ ଫଳରେ ଓଡିଶା ସରକାର ଓଡିଶାରେ ଶାସନ ଓ ଖିଲାପକାରୀଙ୍କୁ ଦଣ୍ଡ ବିଧଶନ ବିଲ୍ ବିଧାନସଭାରେ ପାରିତ କରିଛନ୍ତି ଏବଂ ମହାମହିମ ରାଜ୍ଯପାଳ ସେଥିରେ ସ୍ବାକ୍ଷର କରି ତାହାକୁ ଆଇନରେ ପରିଣତ କରିଛନ୍ତି । ଏହି ଅବସରରେ ଆଜି ଭାଷା ଆନ୍ଦୋଳନ ଓଡିଶାର ଅଧ୍ଯକ୍ଷ ଶ୍ରୀ ଚକ୍ରଧର ମହାନ୍ତି, ଆବାହକ ଶ୍ରୀ ପବିତ୍ର ମହାରଥୀ, ବରିଷ୍ଠ ସଭ୍ଯ ସମୂହ ସର୍ବଶ୍ରୀ ଡମ୍ବରୁଧର  ହରଣସିଂହ, ନବକିଶୋର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ଜାନକୀଶ୍ ବହପଣ୍ଡାରାଜ୍ଯପାଳଙ୍କୁ ସାକ୍ଷାତ କରିଥିଲେ।

ରାଜ୍ଯପାଳ ଓ ଓଡିଶା ସରକାରଙ୍କୁ ଧନ୍ଯବାଦ ଜଣାଇ ତୁରନ୍ତ ଭାଷା ନିୟମ ପ୍ରଣୟନ କରିବାକୁ ଦାବୀ ଜଣାଇଥିଲେ । ଭାଷା ଆନ୍ଦୋଳନର ମୁଖପାତ୍ର ଏବଂ ଭାଷା ପାଇଁ ଗଣ ଓ ଗଣମାଧ୍ଯମ ପୁସ୍ତକ ଶ୍ରୀ ଚକ୍ରଧର ମହାନ୍ତି ତାଙ୍କର ଲିଖିତ ‘ବିଧାତାର ଚରମ ରସିକତା’ ୫ମ ଭାଗ ଓ ଶ୍ରୀ ଜାନକୀଶ ବଡପଣ୍ଡାଙ୍କ ପତ୍ରୀକା ରାଜ୍ଯପାଳ ଉପହାର ଦେଇଥିଲେ ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

2 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

15 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

15 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago