ଭୁବନେଶ୍ବର: ଆଜି ଅଫିସ୍ ଯିବା ବେଳେ ଅଚାନକ ରାସ୍ତା ଉପରେ ଅଟକି ଗଲା ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶଙ୍କ ଗାଡ଼ି । କେହି କିଛି ବୁଝିବା ପୂର୍ବରୁ ଡିସିପିଙ୍କ ପିଏସଓ ଗାଡ଼ିରୁ ଓହ୍ଲାଇ ଆସିଲେ । ସେତେବେଳେ ରାସ୍ତା ଉପରେ ଦୁଇ ଜଣ ଯୁବକଙ୍କୁ ହାତ ଧରି ରାସ୍ତା ପାରି କରାଇଦେଲେ । ସେମାନେ ଥିଲେ ଦୃଷ୍ଟିହୀନ । ଭୁବନେଶ୍ୱର ରାମ ମନ୍ଦିର ଛକ ନିକଟରେ ଏହି ଘଟଣା ଘଟିଛି ।
ଦୁଇ ଦୃଷ୍ଟିହୀନ ଯୁବକ ରାସ୍ତା ପାରି ହେବା ପାଇଁ ଅପେକ୍ଷା କରିଥିଲେ । ସେହି ସମୟରେ ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ସେହି ବାଟ ଦେଇ ଅଫିସ ଯାଉଥିଲେ। ତାଙ୍କ ଉପରେ ନଜର ପଡ଼ିଯିବାରୁ ସେ ତୁରନ୍ତ ଗାଡ଼ି ରଖି ପିଏସଓଙ୍କୁ ପଠାଇ ଦୁଇ ଯୁବକଙ୍କୁ ରାସ୍ତାର ଆର ପଟକୁ ନେଇ ଯାଇଥିଲେ । ଡିସିପିଙ୍କ ଗାଡି ଅଟକିବା ଦେଖି ରାସ୍ତାରେ ଯାଉଥିବା ଲୋକ ବି କିଛି ସମୟ ପାଇଁ ଅଟକି ଯାଇଥିଲେ ।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…