ରାଉରକେଲା(କେନ୍ୟୁଜ୍): ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମର ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ । ପୁରୁଷ ହକି ବିଶ୍ୱକପ୍ର ୨୦ଟି ମ୍ୟାଚ ଏହି ଷ୍ଟାଡିମୟରେ ଖେଳାଯିବ। ଭାରତୀୟ ଟିମ୍ର ବିଶ୍ୱକପ୍ ଅଭିଯାନ ଏହି ଷ୍ଟାଡିୟମରୁ ଆରମ୍ଭ ହେବ। ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ପାରିବେ। ଉଭୟ ଖେଳାଳୀ ଓ ଦର୍ଶକଙ୍କ ପାଇଁ ସର୍ବୋତ୍ତମ ସୁବିଧା ରହିଛି।
୨୦୨୧ ଫେବ୍ରୁଆରୀ ଆରମ୍ଭ ହୋଇଥିଲା ନିର୍ମାଣ କାମ। ୧୫ ମାସ ଭିତରେ ନିର୍ମାଣ କାମ ସରିଛି। ଷ୍ଟାଡିୟମର ବିଶେଷତ୍ୱ ଡ୍ରେସିଂ ରୁମ୍ରୁ ପ୍ରାକ୍ଟିସ ପିଚ୍ ପର୍ଯ୍ୟନ୍ତ ଏକ କନେକ୍ଟିଂ ଟନେଲ ରହିଛି। ଖେଳାଳି ଓ ସପୋର୍ଟ ଷ୍ଟାଫ ରହିବାକୁ ୨୨୫ କୋଠରୀ ବିଶିଷ୍ଟ ବିଶ୍ୱକପ୍ ହକି ଗ୍ରାମର ନିର୍ମାଣ କରାଯାଇଛି। ମାତ୍ର ୯ ମାସ ମଧ୍ୟରେ ହକି ଗ୍ରାମର ନିର୍ମାଣ କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ସମ୍ପୂର୍ଣ୍ଣରୂପେ ସୁଗମ୍ୟ ବ୍ୟବସ୍ଥା ହୋଇଛି।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…