ସମ୍ବଲପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା l ଆଜି ରାତି ପ୍ରାୟ 8.45 ମିନିଟ ରେ ଜେ ପି ନଡ୍ଡା ଝାରସୁଗୁଡା ରୁ ସମ୍ବଲପୁର ପହଞ୍ଚିଥିଲେ l ପ୍ରଧାନପାଲି, ଅଇଁଠାପାଲି, ବରେଇପାଲି, ରେମେଡ଼ ଓ ବୁର୍ଲା ରେ ଜେ. ପି ନଡ୍ଡାଙ୍କୁ ଜରଦାର ସ୍ୱାଗତ କରାଯାଇଥିଲା l
ଅଇଁଠାପାଲି ଛକ ରେ ସମ୍ବଲପୁର ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ସମେତ ବହୁ ବିଜେପି କର୍ମୀ ନଡ୍ଡାଙ୍କୁ ପୁଷ୍ପ ମାଲ୍ଯ ଦେଇ ସ୍ୱାଗତ କରିଥିଲେ l ଆଜି ଜେ ପି ନଡ୍ଡା ଏମସିଏଲ ରେ ରାତ୍ର ରହଣି କରିବେ l ଆସନ୍ତାକାଲି ସକାଳୁ ଭବାନୀପାଟଣା ଗସ୍ତ କରିବେ l
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…