Below header

ସମ୍ବଲପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା

ସମ୍ବଲପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା l ଆଜି ରାତି ପ୍ରାୟ 8.45 ମିନିଟ ରେ ଜେ ପି ନଡ୍ଡା ଝାରସୁଗୁଡା ରୁ ସମ୍ବଲପୁର ପହଞ୍ଚିଥିଲେ l ପ୍ରଧାନପାଲି, ଅଇଁଠାପାଲି, ବରେଇପାଲି, ରେମେଡ଼ ଓ ବୁର୍ଲା ରେ ଜେ. ପି ନଡ୍ଡାଙ୍କୁ ଜରଦାର ସ୍‌ୱାଗତ କରାଯାଇଥିଲା l

ଅଇଁଠାପାଲି ଛକ ରେ ସମ୍ବଲପୁର ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ସମେତ ବହୁ ବିଜେପି କର୍ମୀ ନଡ୍ଡାଙ୍କୁ ପୁଷ୍ପ ମାଲ୍ଯ ଦେଇ ସ୍‌ୱାଗତ କରିଥିଲେ l ଆଜି ଜେ ପି ନଡ୍ଡା ଏମସିଏଲ ରେ ରାତ୍ର ରହଣି କରିବେ l ଆସନ୍ତାକାଲି ସକାଳୁ ଭବାନୀପାଟଣା ଗସ୍ତ କରିବେ l

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.