Browsing Tag

jp nadda

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବ୍ରହ୍ମପୁରରେ କରିବେ ପ୍ରଚାର

ବ୍ରହ୍ମପୁର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ। ନବରଙ୍ଗପୁର ଗସ୍ତ ବାତିଲ ହୋଇଛି। ବ୍ରହ୍ମପୁରରେ ସାଧାରଣ ସଭା ସହିତ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ନଡ଼ା । ଆସନ୍ତାକାଲି ଭୁବନେଶ୍ୱର ବିମାନ…

ଶାହାଙ୍କ ପରେ ଓଡିଶା ଆସିବେ ଜେପି ନଡ୍ଡା, ବ୍ରହ୍ମପୁରରେ ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର (କେନ୍ୟୁଜ): ୨୮ରେ ଓଡ଼ିଶା ଆସିବେ ନଡ୍ଡା । ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି । ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ।…

ବାରଣାସୀରୁ ମିଳିଲା ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର, ୨ ଗିରଫ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଚୋରି ହୋଇଥିବା କାର୍‌ ବାରଣାସୀରୁ ପୋଲିସକୁ ମିଳିଛି । ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫଚ୍ୟୁନର କାର ଗତ ମାସ ମାର୍ଚ୍ଚ ୧୯ ତାରିଖରେ ଚୋରି ହୋଇଥିଲା । ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ କାର ଚୋରି ହୋଇଥିବା ପୋଲିସ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ଚୋରି, ଅଭିଯୋଗର ୬ ଦିନ ପରେ ପୋଲିସ ହାତ ଖାଲି

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ କାର୍ ଚୋରି ହୋଇଯାଇଛି । ଏନେଇ ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି । ତାଙ୍କ ଡ୍ରାଇଭରଙ୍କ ଅଭିଯୋଗରେ ଏଫଆଇଆର ଦାୟର ହୋଇଛି । ଡ୍ରାଇଭର ଜଣକ କାର୍‌ ସର୍ଭିସିଂ ପାଇଁ ନେଇ ଯାଇଥିବା ବେଳେ କାର୍‌ ଚୋରି ହୋଇଯାଇଛି…

ବଢ଼ିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ଜୁନ୍ ଯାଏ ଅଧ୍ୟକ୍ଷ ରହିବେ ଜେପି ନଡ୍ଡା

ନୂଆଦିଲ୍ଲୀ : ବଢ଼ିଲା ନଡ୍ଡାଙ୍କ କାର୍ଯ୍ୟକାଳ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ହୋଇଛି। ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ଉପରେ ମୋହର ମାରିଲା ବିଜେପି ସଂସଦୀୟ ବୋର୍ଡ। ୨୦୨୪ ଜୁନ୍ ଯାଏ ଅଧ୍ୟକ୍ଷ ରହିବେ ଜେପି ନଡ୍ଡା।

କନ୍‌ଫର୍ମ! ବିଜେପି ଟିକେଟ୍‌ରେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ କଙ୍ଗନା ରାଣାୱତ, ସ୍ପଷ୍ଟ କଲେ ବାପା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ିବା ନେଇ ଲଗାତାର ଚର୍ଚ୍ଚା ହେଉଥିବାବେଳେ ସେପଟେ କଙ୍ଗନାଙ୍କ ବାପା ଏ କଥାକୁ ସ୍ୱୀକାର କରିଛନ୍ତି। କଙ୍ଗନା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ତାଙ୍କ ବାପା ଅମରଦୀପ ରାଣାୱତ ସ୍ପଷ୍ଟ କରିଛନ୍ତି। ଅଭିନେତ୍ରୀଙ୍କ ବାପା…

ଭବାନୀପାଟଣାରେ ବିଜେପିର ମହାଜନସଂପର୍କ ଅଭିଯାନ, ଯୋଗ ଦେଲେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭବାନୀପାଟଣାରେ ବିଜେପିର ମହାଜନସଂପର୍କ ଅଭିଯାନ। ମହାସମାବେଶ। କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷର ଉପଲବ୍‌ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା। ମୋଦିଙ୍କ ନେତୃତ୍ୱରେ ଭାରତ ଆଗାମୀ ଦିନରେ ବିକଶିତ…

ଆଜି କଳାହାଣ୍ଡି ଗସ୍ତ କରିବେ ଜେ.ପି. ନଡ୍ଡା, ଭବାନୀପାଟଣାରେ ମହାଜନସମ୍ପର୍କ ସମାବେଶରେ ଦେବେ ଉଦବୋଧନ

କଳାହାଣ୍ଡି (କେନ୍ୟୁଜ): ଆଜି କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରିବେ ଜେ.ପି. ନଡ୍ଡା । ଭବାନୀପାଟଣାରେ ୧୧ ଟାରେ ହେଲିକପ୍ଟର ଯୋଗେ ପହଞ୍ଚି ମା ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ପରବର୍ତ୍ତୀ ସମୟରେ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀଙ୍କ ୯ ବର୍ଷ ପୂର୍ତ୍ତି…

ସମ୍ବଲପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା

ସମ୍ବଲପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା l ଆଜି ରାତି ପ୍ରାୟ 8.45 ମିନିଟ ରେ ଜେ ପି ନଡ୍ଡା ଝାରସୁଗୁଡା ରୁ ସମ୍ବଲପୁର ପହଞ୍ଚିଥିଲେ l ପ୍ରଧାନପାଲି, ଅଇଁଠାପାଲି, ବରେଇପାଲି, ରେମେଡ଼ ଓ ବୁର୍ଲା ରେ ଜେ. ପି ନଡ୍ଡାଙ୍କୁ ଜରଦାର ସ୍‌ୱାଗତ କରାଯାଇଥିଲା l ଅଇଁଠାପାଲି ଛକ ରେ…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ବରଗଡ଼ ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ବୈଠକରେ…

(କେନ୍ୟୁଜ): ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ଅପରାହ୍‌ଣରେ ଝାରସୁଗୁଡ଼ାରେ ପହଞ୍ଚିବେ ନଡ୍ଡା । ବରଗଡ଼ ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ଦେବେ । ଝାରସୁଗୁଡ଼ାରେ ହେବ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ। ଆସନ୍ତାକାଲି ଭବାନୀପାଟଣାରେ…

କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଫୋକସ: ୧୭ରେ ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ, ୨୨ରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଆସିବେ ଅମିତ ଶାହ ଓ ଜେ. ପି. ନଡ୍ଡା । ଆସନ୍ତା ୧୭ ତାରିଖରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୨ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସିବା ନେଇ କାର୍ଯ୍ୟକ୍ରମ ଘୋଷଣା…

ଝାରସୁଗୁଡ଼ା ଉପନିର୍ବାଚନ ପରେ ନଡ୍ଡାଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ନଡ୍ଡା-ମନମୋହନ ଭେଟ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ଆଜି ଭେଟିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଝାରସୁଗୁଡ଼ା ଉପନିର୍ବାଚନ ପରେ ନଡ୍ଡାଙ୍କୁ ଭେଟିଛନ୍ତି । ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା…