Below header
Browsing Tag

jp nadda

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ବରଗଡ଼ ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ବୈଠକରେ…

(କେନ୍ୟୁଜ): ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ଅପରାହ୍‌ଣରେ ଝାରସୁଗୁଡ଼ାରେ ପହଞ୍ଚିବେ ନଡ୍ଡା । ବରଗଡ଼ ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ଦେବେ । ଝାରସୁଗୁଡ଼ାରେ ହେବ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ। ଆସନ୍ତାକାଲି ଭବାନୀପାଟଣାରେ…

କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଫୋକସ: ୧୭ରେ ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ, ୨୨ରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଆସିବେ ଅମିତ ଶାହ ଓ ଜେ. ପି. ନଡ୍ଡା । ଆସନ୍ତା ୧୭ ତାରିଖରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୨ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସିବା ନେଇ କାର୍ଯ୍ୟକ୍ରମ ଘୋଷଣା…

ଝାରସୁଗୁଡ଼ା ଉପନିର୍ବାଚନ ପରେ ନଡ୍ଡାଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ନଡ୍ଡା-ମନମୋହନ ଭେଟ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ଆଜି ଭେଟିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଝାରସୁଗୁଡ଼ା ଉପନିର୍ବାଚନ ପରେ ନଡ୍ଡାଙ୍କୁ ଭେଟିଛନ୍ତି । ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା…

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୨୪ ନିର୍ବାଚନ ପାଇଁ କର୍ମୀଙ୍କୁ…

(କେନ୍ୟୁଜ): ବର୍ଷ ଶେଷକୁ ରାଜ୍ୟ ରାଜନୀତି ପୁଣିଥରେ ଚଳଚଞ୍ଚଳ। ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କନ୍ଧମାଳ ଓ ପୁରୀ ଲୋକସଭା ନିର୍ବାଚନଣ୍ଡଳୀର ଅନୁଷ୍ଠିତ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ସାଧାରଣ ସଭାରେ ଯୋଗ ଦେବେ…

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା ଆସିବେ ଜେ ପି ନଡ୍ଡା । ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଚଳିତମାସ ୨୮ କିମ୍ବା ୨୯ରେ ଜେ ପି ନଡ୍ଡା ଆସିବେ ବୋଲି ସୂଚନା ମିଳିଛି । ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ଜେପି ନଡ୍ଡା ଗତ ସେପ୍‌ଟେମ୍ବର ୨୯ ଓ ୩୦…

ଶ୍ରୀଜିଉଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପୁରୀ(କେନ୍ୟୁଜ୍):ଶ୍ରୀଜିଉଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତାଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିରକୁ ଯାଇ…

ପୁଣି ଡବଲ ଇଞ୍ଜିନର ଆହ୍ବାନ ଦେଲେ ନଡ୍ଡା, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜନତା ମଇଦାନ ଶକ୍ତିକେନ୍ଦ୍ର ସମାବେଶରେ ଉଦ୍‌ବୋଧନ ଦେଇ ୨୦୨୪ରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ଵାନ ଦେଇଛନ୍ତି। ଆୟୁଷ୍ମାନ ଯୋଜନାରୁ ୫୦ଲକ୍ଷ ଓଡ଼ିଆ ବଞ୍ଚିତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି…

୨୯ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଶାଳ ଶୋଭାଯାତ୍ରା କରିବ ବିଜେପି

କେନ୍ୟୁଜ୍(ବ୍ୟୁରୋ): ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସକାଳ ୧୦ଟା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ତାଙ୍କୁ ବିଶାଳ ଶୋଭାଯାତ୍ରାରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଅଣାଯିବ ବୋଲି କହିଛନ୍ତି ବିଜେପି…

ପଶ୍ଚିମବଙ୍ଗରେ ବିଜେପି ନେତା ଜେପି ନଡ୍ଡା ଏବଂ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ପଥର ମାଡ, ଭାଙ୍ଗିଲା ସାମ୍ନା କାଚ

କୋଲକାତା: ବିଜେପି ନେତା ଜେପି ନଡ୍ଡା ଏବଂ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ଆକ୍ରମଣ। ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଅଭିଯାନରେ ଯାଇଥିବାବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ଡାଇମଣ୍ଡ୍‌ ହାର୍ବର୍‌ ଅଭିମୁଖେ ଯାଉଥିବା ବିଜେପିର ଜାତୀୟ ଅଧ୍ୟକ୍ଷ ଗାଡ଼ି ଉପରକୁ…

BJPର ୧୨ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନାଁ ଓ  ୮ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା, ଓଡିଶାରୁ ୪ ସାମିଲ

କେନ୍ୟୁଜ୍(ବ୍ୟୁରୋ):  BJPର ନୂଆ ଟିମ୍‌ ଘୋଷଣା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଟିମ୍‌ ଘୋଷଣା କରାଯାଇଛି। ୧୨ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନାଁ ଓ  ୮ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା କରାଯାଇଛି। ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ,…

ବିଜେପିର ମଙ୍ଗ ଧରିଲେ ଜେ.ପି ନଡ୍ଡା, ବିଧିବଦ୍ଧ ଭାବରେ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ କଲେ ଦାୟିତ୍ୱ ଗ୍ରହଣ

କେନ୍ୟୁଜ୍(ବ୍ୟୁରୋ): ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜେ. ପି. ନଡ୍ଡା ଧରିଲେ ମଙ୍ଗ । ଆଜି ବିଧିବଦ୍ଧ ଭାବରେ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସଭାପତି ଅମିତ ଶାହା ତାଙ୍କ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ନିର୍ଦ୍ୱନ୍ଦ୍ୱରେ ସେ ସଭାପତି…

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଆଜି ହୋଇପାରେ…

ନୂଆଦିଲ୍ଲୀ(କେନ୍ୟୁଜ୍) : ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଜି ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ନେଇ ବିଧିବଦ୍ଧ ଘୋଷଣା ହୋଇପାରେ । କେନ୍ଦ୍ରମନ୍ତ୍ରୀ ରାଧାମୋହନ ଏହି ଘୋଷଣା କରିପାରନ୍ତି । ବିଜେପି ରାଷ୍ଟ୍ରୀୟ…