ବାଲେଶ୍ବର: ଚାନ୍ଦିପୁର ତିନି ନମ୍ବର ଲଞ୍ଚପ୍ୟାଡ୍ରୁ ବ୍ରହ୍ମୋସ୍ର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସକାଳ ୧୦ଟା ୧୯ରେ ଉତ୍କ୍ଷେପଣ କରାଯାଇଥିଲା । ଏହି ମିସାଇଲ୍ର ଲମ୍ବ ୮ ଦଶମିକ ୪ ମିଟର ଓ ଚଉଡା ୦.୬ ମିଟର । ମିଶାଇଲ୍କୁ ଭାରତୀୟ ସ୍ଥଳ ବାହିନୀ, ନୌସେନା ବାହିନୀ ଓ ବାୟୁସେନାରେ ବ୍ୟବହୃତ ହେଉଥିବା ବେଳେ ଏହାକୁ ଡିଆରଡିଓ ଦ୍ୱାରା ନିର୍ମିତ ହୋଇଛି ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…