Below header

ଚାନ୍ଦିପୁର ତିନି ନମ୍ବର ଲଞ୍ଚପ୍ୟାଡ୍‌ରୁ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର ତିନି ନମ୍ବର ଲଞ୍ଚପ୍ୟାଡ୍‌ରୁ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସକାଳ ୧୦ଟା ୧୯ରେ ଉତ୍‌କ୍ଷେପଣ କରାଯାଇଥିଲା । ଏହି ମିସାଇଲ୍‌ର ଲମ୍ବ ୮ ଦଶମିକ ୪ ମିଟର ଓ ଚଉଡା ୦.୬ ମିଟର । ମିଶାଇଲ୍‌କୁ ଭାରତୀୟ ସ୍ଥଳ ବାହିନୀ, ନୌସେନା ବାହିନୀ ଓ ବାୟୁସେନାରେ ବ୍ୟବହୃତ ହେଉଥିବା ବେଳେ ଏହାକୁ ଡିଆରଡିଓ ଦ୍ୱାରା ନିର୍ମିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.