Categories: ରାଜ୍ୟ

ନିଜ ବାହାଘରରେ ମଦ ପିଇବା ବରକୁ ପଡିଲା ମହଙ୍ଗା, ବେଦିରୁ ଉଠି ଚାଲିଗଲା କନ୍ୟା

ସମ୍ବଲପୁର(କେନ୍ୟୁଜ୍) : ବର ହେଲା ଶିଶୁପାଳ । ନିଜ ବାହାଘରରେ ମଦ ପିଇବା ବରକୁ ପଡିଲା ମହଙ୍ଗା । ମଦ ନିଶାରେ ଚୁର ଥିବା ବରକୁ ଦେଖି ବେଦିରୁ ଉଠିଗଲା କନ୍ୟା । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଳକ୍‌ ଗୋବର୍ଦ୍ଧନ ବଡମାଲ ଗାଁରେ । ଏହି ଗାଁର ଜଣେ ଝିଅଙ୍କ ବିବାହ ନାକଟିଦେଉଳ ଗାଁରେ ସ୍ଥିର ହୋଇଥିଲା ।

କନ୍ୟା ଘରକୁ ବରଯାତ୍ରୀ ବେଶ ଧୁମଧାମରେ ନାଚଗୀତ କରି ପହଞ୍ଚିଥିଲେ । ବରଯାତ୍ରୀରେ ବର ମଧ୍ୟ ପ୍ରଚୁର ମଦ ପିଇଥିଲା । କନ୍ୟା ଘରେ ପହଞ୍ଚିବା ପରେ ବର ତଳେ ପଡିବା ସହ ବେଦିରେ ବସିବା ପରେ ବି ବାରମ୍ବାର ତଳେ ପଡିଯାଉଥିଲା । ଏପରିକି କନ୍ୟା ପକ୍ଷ ଲୋକଙ୍କୁ ବର ଗଳି ଗୁଲଜ ମଧ୍ୟ କରିଥିଲା । ବରର ଏଭଳି ଦୁର୍ବ୍ୟବହାର ଦେଖି କନ୍ୟା ବିବାହ କରିବାକୁ ରୋକଠୋକ ମନା କରିଦେଲା । ଜାତି ଭାଇ ବସି ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ତାହା ଫଳପ୍ରଦ ହୋଇନଥିଲା । ଶେଷରେ ମାତାଲ ବର ଶିଶୁପାଳ ହୋଇ ଫେରିଥିଲା

 

KNews Bureau

Recent Posts

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

1 hour ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

1 hour ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

2 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

2 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

3 hours ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

4 hours ago