Categories: ରାଜ୍ୟ

ସୁନ୍ଦରଗଡ଼ କୁଞ୍ଜପାଣି ନିକଟରେ ପୋଲ ଭୁଶୁଡ଼ିବା ଘଟଣା, ଥାନାରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ

ସୁନ୍ଦରଗଡ଼(କେନ୍ଯୁଜ୍) : ସୁନ୍ଦରଗଡ଼ ଜିଲ୍ଲା ଜାମୁଡିହି କୁଞ୍ଜପାଣି ନିକଟରେ ପୋଲ ଭୁଶୁଡ଼ିବା ଘଟଣାରେ ମାମଲା ରୁଜୁ । କେ. ବଲାଙ୍ଗ ଥାନାରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ବ୍ରିଜ୍‌ କାମ କରୁଥିବା ଦୁଇ ଠିକାଦାର ଅତୁଲ କୁମାର ଓ ରବି ରଞ୍ଜନଙ୍କ ସହ କନିଷ୍ଠ ଯନ୍ତ୍ରୀ କୁଲଦୀପଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ଅନୁଧ୍ୟାନ କରିଛନ୍ତି । ଗତକାଲି ଜାମୁଡିହି କୁଞ୍ଜପାଣି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣଧୀନ ପୋଲର ଛାତ ଢଳେଇ ବେଳେ ଅଚାନକ ଭୁଶୁଡ଼ି ପଡିଥିଲା । ଏଥିରେ ୧୪ ଜଣ ଶ୍ରମିକ ଆହତ ହୋଇଥିଲେ ।

Sonalisa

Recent Posts

ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ପର୍ବ ହେଉଛି ରଜ: ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ

ନୂଆଦିଲ୍ଲୀ : ରଜ ପର୍ବ ଉପଲକ୍ଷେ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ…

12 mins ago

ଟି୨୦ ବିଶ୍ୱକପ ୨୦୨୪: ଭଙ୍ଗାଗଲା ନାସାଉ କାଉଣ୍ଟି ଷ୍ଟାଡିୟମ, ଖର୍ଚ୍ଚ ହୋଇଥିଲା ୨୫୦ କୋଟି

ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମ । ମାତ୍ର ୩ ମାସରେ…

13 mins ago

ଅତ୍ୟଧିକ କେଶ ଝଡିବା ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘର ତିଆରି ତେଲ

ସୁନ୍ଦର ଲମ୍ବା କେଶ ଏବଂ ମୋଟା କେଶ ପାଇବା ପାଇଁ ଲୋକମାନେ ଅନେକ ଉପାୟ ଚେଷ୍ଟା କରନ୍ତି । କିନ୍ତୁ…

20 mins ago

କାଶ୍ମୀରକୁ ନେଇ ଉତ୍ତେଜିତ ଭାଷଣ, ବଢ଼ିଲା ଲେଖିକା ଅରୁନ୍ଧତୀ ରାୟଙ୍କ ସମସ୍ୟା; ଚାଲିବ UAPA ଅଧୀନରେ ମକଦ୍ଦମା

ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ UAPA (ୟୁଏପିଏ) ଅଧୀନରେ ମକଦ୍ଦମା ଚାଲିବ । ଦିଲ୍ଲୀ ଏଲ୍‌ଜି ଭି.କେ. ସକ୍ସେନା…

23 mins ago

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ପାଟନା ହସ୍ପିଟାଲରେ ଭର୍ତ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ଆଜି ସକାଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପାଟନାର…

34 mins ago

୧୮ ରୁ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ, ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ଦିଆଯିବା ନେଇ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ। ପ୍ରଥମ ଦିନରୁ ହିଁ ଓଡ଼ିଶାର ସବୁ ବିଦ୍ୟାଳୟରେ ମଧ୍ୟାହ୍ନ…

37 mins ago