କେନ୍ୟୁଜ୍(ବ୍ୟୁରୋ): +୨ ରେଜଲ୍ଟ ପାଇଁ ଦଶମ ମାର୍କ ହେବ ମାଧ୍ୟମ । ଏନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି । ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍ଲାଇନରେ ଦେବେ । ସେହିପରି ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ମୂଲ୍ୟାୟନ ଫର୍ମୁଲାକୁ ବିଧିବଦ୍ଧ ସ୍ୱୀକୃତି ମିଳିଛି । ଏକ୍ସପର୍ଟ କମିଟି ଦେଇଥିବା ପ୍ରସ୍ତାବ ଅନୁସାରେ ପରିଷଦ ମୂଲ୍ୟାୟନ କରିବ । ଦଶମ ଶ୍ରେଣୀ ବୋର୍ଡ ମାର୍କ ଆଧାରରେ ଥିଓରୀ ପେପରରେ ନମ୍ବର ମିଳିବ ।
ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ଗତ ବର୍ଷ ପରୀକ୍ଷା ଅନୁସାରେ ମାର୍କ ମିଳିବ। ପ୍ରାକ୍ଟିକାଲ ପାଇଁ ହାଇସ୍କୁଲ ସ୍ତରର ମାର୍କିଂ ଆଧାରରେ ନମ୍ବର ମିଳିବ । ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେଲେ ସ୍ଥିତି ଅନୁସାରେ ଆଉ ଥରେ ଅଫ୍ଲାଇନ୍ ମୋଡ୍ରେ ପରୀକ୍ଷା ଦେଇପାରିବେ । ଏକ୍ସପର୍ଟ କମିଟିର ମାର୍କିଂ ପଦ୍ଧତିକୁ ସିଏଚଏସଇ ଓ୍ୱେବସାଇଟ୍ରେ ଅପଲୋଡ୍ କରାଯିବ । ମୂଲ୍ୟାୟନରେ ସନୁଷ୍ଟ ନଥିବା ପିଲାଙ୍କୁ ପରୀକ୍ଷା ଦେବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…