ରାୟଗଡ଼ା(କେନ୍ୟୁଜ): ଜନଜାତିଙ୍କ ଭିତରେ କରୋନା ସଚେତନତାକୁ ବ୍ୟାପକ କରିଛନ୍ତି ରାୟଗଡ଼ା ଜିଲ୍ଲା କୁଲି ପଞ୍ଚାୟତ ସରପଞ୍ଚ ହର ହେପରୁକା । କିସ୍ରୁ ପାଠପଢ଼ା ଶେଷ କରିଥିବା ହର ସ୍ଥାନୀୟ ଅଞ୍ଚଳରେ ଜନ ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି । କରୋନା ମୁକାବିଲା ପାଇଁ ତାଙ୍କ କାର୍ଯ୍ୟକୁ ବି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସିଏମ୍ଓ ଟ୍ଵିଟ୍ କରି ଲେଖିଛନ୍ତି, ହର ହେପରୁକା କରୁଥିବା ପ୍ରୟାସ ବାସ୍ତବିକ ପ୍ରଶଂସନୀୟ । ଜନପ୍ରତିନିଧି ଭାବରେ ତୃଣମୂଳସ୍ତରରେ ତାଙ୍କର ଏପରି ନିଷ୍ଠାପର ଉଦ୍ୟମ ରାଜ୍ୟର କରୋନା ବିରୋଧରେ ଲଢ଼େଇକୁ ଆହୁରି ଦୃଢ଼ କରୁଛି ବୋଲି ଟ୍ଵିଟ୍ କରିଛି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…