କେନ୍ୟୁଜ୍(ବ୍ୟୁରୋ):ହାଇଟେକ୍ ଚୋର । ଅୟସ କରିବାକୁ ଭୁବନେଶ୍ୱରରେ ଚୋରି କରୁଥିଲେ । ଧରା ପଡ଼ିଗଲା କାରସାଦି । ଦୁଇ ଜଣ ପାଠୁଆ ଚୋରଙ୍କୁ ଗିରଫ କରି ଏଭଳି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଅନୁଗୋଳର ଚିନ୍ମୟ ସାହୁ ଓ ଭୁବନେଶ୍ୱର ଝାରପଡ଼ାର ଗୋପାଳ ମହାନ୍ତି ।
ଚିନ୍ମୟ ଏମସିଏ ଛାତ୍ର ହୋଇଥିବା ବେଳେ ଗୋପାଳ ଜଣେ ଏମବିଏ ଛାତ୍ର । ସେମାନଙ୍କ ବିରୋଧରେ ‘ବାହନ୍’ େଓ୍ଵବସାଇଟ୍ ଜରିଆରେ ଦାମୀ କାର୍ ଲୁଟ୍ କରୁଥିବା ଅଭିଯୋଗ ହୋଇଛି । ସେମାନଙ୍କ ନିକଟରୁ ୮ଟି ଦାମୀ କାର୍ ବି ଜବତ କରିଛି ପୋଲିସ । ଏଗୁଡ଼ିକର ମୂଲ୍ୟ ୨କୋଟିରୁ ଅଧିକ ଟଙ୍କା ହେବ ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…