ରାଜଧାନୀର ହାଇଟେକ ଚୋର, ଅୟସ କରିବାକୁ ଭୁବନେଶ୍ୱରରେ କରୁଥିଲେ ଚୋରି, କମିଶନରେଟ ପୋଲିସ କଲା ଗିରଫ

କେନ୍ୟୁଜ୍(ବ୍ୟୁରୋ):ହାଇଟେକ୍‌ ଚୋର । ଅୟସ କରିବାକୁ ଭୁବନେଶ୍ୱରରେ ଚୋରି କରୁଥିଲେ । ଧରା ପଡ଼ିଗଲା କାରସାଦି । ଦୁଇ ଜଣ ପାଠୁଆ ଚୋରଙ୍କୁ ଗିରଫ କରି ଏଭଳି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଅନୁଗୋଳର ଚିନ୍ମୟ ସାହୁ ଓ ଭୁବନେଶ୍ୱର ଝାରପଡ଼ାର ଗୋପାଳ ମହାନ୍ତି ।

hi tech thief

ଚିନ୍ମୟ ଏମସିଏ ଛାତ୍ର ହୋଇଥିବା ବେଳେ ଗୋପାଳ ଜଣେ ଏମବିଏ ଛାତ୍ର । ସେମାନଙ୍କ ବିରୋଧରେ ‘ବାହନ୍‌’ େଓ୍ଵବସାଇଟ୍‌ ଜରିଆରେ ଦାମୀ କାର୍‌ ଲୁଟ୍‌ କରୁଥିବା ଅଭିଯୋଗ ହୋଇଛି । ସେମାନଙ୍କ ନିକଟରୁ ୮ଟି ଦାମୀ କାର୍‌ ବି ଜବତ କରିଛି ପୋଲିସ । ଏଗୁଡ଼ିକର ମୂଲ୍ୟ ୨କୋଟିରୁ ଅଧିକ ଟଙ୍କା ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.