ରାଜ୍ୟ

ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ, ନକଲି ବହି ଜବତ

ଭୁବନେଶ୍ୱର : ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ । ବଡ଼ଗଡ଼ ଥାନା ରବି ଟକିଜ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରିଛି ପୋଲିସ ।  ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ବହି ଜବତ କରିଛି ପୋଲିସ ।  କେବେ ଠାରୁ ନକଲି ବହି ବିକ୍ରି କରୁଥିଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

DCP ପ୍ରତୀକ ସିଂହଙ୍କ ନେତୃତ୍ୱରେ ଖାରବେଳ ନଗର ଓ ବଡଗଡ ଥାନା ଅଧିକାରୀ ନକଲି NCERT ବହି ଗୋଦାମ ଉପରେ ଚଢ଼ାଉ କରିଛନ୍ତି । ଟଙ୍କପାନି ରୋଡର ଶୁଭମ୍ ବୁକ୍ ଷ୍ଟୋର ରେ ରହିଥିଲା ଏହି ବହି । ଏହାକୁ ଏକ ଗୋଦାମରେ ଲୁଚାଇ ରଖିଥିଲେ। NCERT କର୍ତ୍ତୁପକ୍ଷ କମିଶନରେଟ ପୋଲିସରେ ଏତଲା ଦେବା ପରେ ହୋଇଛି ଚଢ଼ାଉ ।

ଭୁବନେଶ୍ୱରର ତିନୋଟି ସ୍ଥାନରେ ହେଉଛି ରେଡ। ଏହାର ଅନ୍ୟ ଲିଙ୍କ ମଧ୍ୟ ଖୋଜୁଛି ପୋଲିସ । ଦେଶର ଅନ୍ୟ ସ୍ଥାନରେ ମଧ୍ୟ NCERT ନକଲି ବହି ମିଳୁଥିବା ନେଇ ରେଡ ହୋଇଛି । ଏହି ନେଟୱର୍କର ଚେର କେଉଁ ଆଡେ ଲମ୍ବିଛି ସେ ନେଇ ଖୋଳତାଡ କରୁଛି ପୋଲିସ । ଏହା ଦେଶ ସାରା ଚାଲିଥିବା ରାକେଟ ବୋଲି ସନ୍ଦେହ କରୁଛି ପୋଲିସ ।

Niharanjan

Recent Posts

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ…

5 mins ago

ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ

ନୂଆପଡା(କେନ୍ୟୁଜ): ସାଧାରଣତଃ ନିର୍ବାଚନରେ ବିଜୟୀ ହେବା ପରେ ପ୍ରାୟତଃ ଜନପ୍ରତିନିଧିମାନେ ପ୍ରଚୁର ଅର୍ଥ ଉପାର୍ଜନ କରି ଗାଡି ଓ ବଙ୍ଗଳା…

18 mins ago

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

56 mins ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

1 hour ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ…

1 hour ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

2 hours ago