କଣ୍ଟାବାଞ୍ଜି(କେନ୍ୟୁଜ୍) : କଣ୍ଟାବାଞ୍ଜିର ପମ୍ପୁ ତଲାବରୁ ପଙ୍କ ଉଦ୍ଧାର କାମ ଶେଷ ନହୋଇ ଅଧପନ୍ତରିଆ ହୋଇ ପଡିରହିଛି। ସହରର ମଇଳା ପାଣି ପମ୍ପୁ ତଲାବରେ ପଡୁଥିବା ବେଳେ ତାକୁ ବାହାରକୁ ବାହାର କରିବାକୁ ଡ୍ରେନ୍ ତିଆରି କରାଯାଇଥିଲା। ଡ୍ରେନ୍ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀମାନଙ୍କ ସହ ସ୍ଥାନୀୟ ଡାକ ବଙ୍ଗଳାରେ ଆଲୋଚନା କରଯାଇଥିଲା। ଦାବି ପତ୍ର ପ୍ରଦାନ କରାଯାଇଥିଲା। ପମ୍ଫୁ ତଲାବ ସ୍ଥାନକୁ ଅଧିକାରୀମାନେ ପରିଦର୍ଶନ କରି କେତେ ଦୂର କାମ ହୋଇଛି ତାହା ସମୀକ୍ଷା କରିଥିଲେ। କିଛି ଲୋକ ଅଧିକାରୀମାନଙ୍କୁ ଘେରାଉ କରିବା ସହ ଅଭିଯୋଗ ଶୁଣାଇଥିଲେ। ଆଗକୁ ତଦନ୍ତ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…