ବାଲେଶ୍ବର : ଆସନ୍ତା ୩ ମାସ ଯାଏଁ ମିଳିପାରିବନି ସମୁଦ୍ର ମାଛ । ଗୋଟିଏ ପଟେ ରାଜ୍ୟ ସରକାର ପୁଣିଥରେ ଲକ୍ ଡାଉନ ଅବଧି ବଢାଇଥିବା ବେଳେ ଅନ୍ୟପଟେ ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସମସ୍ତ ମୋଟରଚାଳିତ ବୋଟ୍ କୁ ସମୁଦ୍ରରେ ଯିବାକୁ ବାରଣ କରାଯାଇଛି। ଯାହା ଫଳରେ ଏଥିରେ କାମ କରୁଥିବା ବୋଟ୍ ଚାଳକ ମାନେ ରୋଜଗାର ହରେଇଛନ୍ତି । ନିଜ ପେଟପାଟଣା ପାଇଁ ସେମାନେ ସଂଘର୍ଷ ଜାରି ରଖିଛନ୍ତି ।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…