କେନ୍ୟୁଜ୍(ବ୍ୟୁରୋ): ଟିକାକରଣ ପାଇଁ ନୂଆ ଗାଇଡ୍ ଲାଇନ। ଜଣେ ଯଦି କୋଭିଡ୍ରେ ଆକ୍ରାନ୍ତ ହୋଇଥିବେ ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ। ଏବେ ପ୍ଲାଜମା ଚିକିତ୍ସାକୁ ବନ୍ଦ କରି ଦିଆଯାଇଛି। ପୂର୍ବରୁ ଯଦି କେହି ପ୍ଲାଜମା ନେଇ ଚିକିତ୍ସତ ହୋଇଥିବେ ତେବେ ସେ ସୁସ୍ଥ ହେବାର ତିନି ମାସ ପରେ ଟିକା ନେଇ ପାରିିବେ। ସେହିପରି ଜଣେ ପ୍ରଥମ ଡୋଜ୍ ନେବା ପରେ କୋଭିଡ୍ରେ ସଂକ୍ରମିତ ହୋଇଥିବେ ତେବେ ସେ ମଧ୍ୟ ସୁସ୍ଥ ହେବାର ତିନି ମାସ ପରେ ହିଁ ଦ୍ୱିତୀୟ ଡୋଜ୍ ନେଇ ପାରିବେ।
ଯଦି କେହି ଅନ୍ୟ କୌଣସି ଗୁରୁତର ରୋଗରେ ପୀଡିତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବେ ତେବେ ତାଙ୍କୁ ସୁସ୍ଥ ହେବା ପରେ ଟିକା ନେବା ପାଇଁ ୪ରୁ ୮ ସପ୍ତାହ ଅପେକ୍ଷା କରିବାକୁ ପଡିବ। ଯଦି କେହି ଟିକା ନେଇଥିବେ ଏବଂ ରକ୍ତଦାନ କରିବାକୁ ଚାହୁଁଥିବେ ତେବେ ସେ ୧୪ ଦିନ ପରେ ରକ୍ତଦାନ କରି ପାରିବେ
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…