ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗାଁ ନିକଟରେ ଥିବା ଜମିରେ ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି। କୁମ୍ଭୀରଟିକୁ ଉଦ୍ଧାର ପରେ ଘୋଡାହାଡ ଜଳ ଭଣ୍ଡାରରେ ଛାଡି ଦିଆଯାଇଛି।
ଆଜି ଅପରାହ୍ନରେ ଏକ ଜମିରେ ଗୋଟିଏ କୁମ୍ଭୀର ଥିବାର ଥିବାର ଲୋକମାନେ ଦେଖିବାକୁ ପାଇଥିଲେ। କୁମ୍ଭୀରକୁ ଦେଖି ଲୋକେମାନେ ଭୟଭୀତ ହୋଇଯାଇଥିଲେ। ତାଥାପି କୁମ୍ଭୀରଟିକୁ ଦେଖିବାକୁ ଲୋକେ ନାହିଁ ନଥିବା ଭିଡ ଜମାଇଥିଲେ। ଏହା ପରେ ବନ ବିଭାଗକୁ ଖବର ଦିଆଯିବା ପରେ ବିଭାଗୀୟ କର୍ମଚାରୀ ପହଞ୍ଚି କୁମ୍ଭୀରକୁ ଧରି ଜଳ ଭଣ୍ଡାରରେ ଛାଡି ଦେଇଥିଲେ।
ଘୋଡାହାଡ ଡ୍ୟାମରୁ କେନାଲରେ ଛଡାଯାଇଥିବା ବେଳେ ଡ୍ୟାମରୁ କୁମ୍ଭୀରଟି ଖସିଯାଇଥିଲା ବୋଲି ରେଞ୍ଜର କହିଛନ୍ତି। ଡ୍ୟାମରେ ମଗର ଜାତିର କୁମ୍ଭୀର ଓ ଗୋ-ମୁହାଁ କୁମ୍ଭୀର ଥିବା କହିଛନ୍ତି ରେଞ୍ଜର।
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…