ଭୁବନେଶ୍ବର(କେନ୍ୟୁଜ୍): ଗ୍ରାମ ରୋଜଗାର ସେବକଙ୍କର ୫୯ଟି ପ୍ଲଟ୍ ଠାବ। ପ୍ରାଇମ୍ ଲୋକେସନ୍ରେ ରହିଛି ସମସ୍ତ ପ୍ଲଟ୍। ନନ୍ଦନକାନନ ରୋଡ଼ ରଘୁନାଥପୁରରେ ୧.୨୪ କୋଟିର ତିନି ମହଲା ଘର ରହିଛି। ବ୍ୟାଙ୍କ ଜମା ଓ ଇନ୍ସୁରାନ୍ସ ଜମା ଯାଞ୍ଚ କରୁଛି ଭିଜିଲାନ୍ସ ଟେକ୍ନିକାଲ ଟିମ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଗ୍ରାମପଞ୍ଚାୟତର GRS ବାବୁଲି ଚରଣ ପଢିହାରିଙ୍କ ଘରେ ରେଡ୍।
ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଟିମ୍ର ଚଢ଼ାଉ। କଳାରାହାଙ୍ଗ ଅଫିସ, ପୈତୃକ ଘର, ମାଉସୀ ମା’ ମନ୍ଦିର ପାଖରେ ଥିବା ୩ ମହଲା କୋଠା, ରଘୁନାଥପୁରରେ ଥିବା ୨ ମହଲା କୋଠା ସମେତ ରଘୁନାଥପୁରର ଏକ ପ୍ଲଟରେ ଚଢାଉ ଚାଲିଛି। ରେଡ୍ରେ ୩ଜଣ DSP ଓ ୧୦ ଜଣ ଇନିସପେକ୍ଟର ସାମିଲ ଅଛନ୍ତି।
ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…
Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…
ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…