କେନ୍ୟୁଜ୍(ବ୍ୟୁରୋ): ସରକାରୀ ଡାକ୍ତର ପାଇଁ ଆଉ ଏକ ପ୍ରୋତ୍ସାହନ । ଡାକ୍ତରଙ୍କ ପଦୋନ୍ନତି ପାଇଁ ପଥ ପରିଷ୍କାର । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତରଙ୍କ ପଦୋନ୍ନତି ପାଇଁ Dynamic Assured Career Progression ଘୋଷଣା ହୋଇଥିଲା । ବର୍ଷେ ହେଲା ପଦୋନ୍ନତି କାର୍ଯ୍ୟକାରୀ ହେଉନଥିଲା । ଏବେ DACPକୁ କୋହଳ କରାଯାଇଛି । DACP କୋହଳ ଯୋଗୁଁ ଡାକ୍ତରଙ୍କୁ ପଦୋନ୍ନତି ମିଳିବ ।
ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ । ଅଳ୍ପକେ ବର୍ତ୍ତିଲେ ୪୦…
ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…
କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…
ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍ ୱେଭ୍…
କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…