Below header

ସରକାରୀ ଡାକ୍ତର ପାଇଁ ଆଉ ଏକ ପ୍ରୋତ୍ସାହନ, DACPକୁ କୋହଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ସରକାରୀ ଡାକ୍ତର ପାଇଁ ଆଉ ଏକ ପ୍ରୋତ୍ସାହନ । ଡାକ୍ତରଙ୍କ ପଦୋନ୍ନତି ପାଇଁ ପଥ ପରିଷ୍କାର । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତରଙ୍କ ପଦୋନ୍ନତି ପାଇଁ Dynamic Assured Career Progression ଘୋଷଣା ହୋଇଥିଲା । ବର୍ଷେ ହେଲା ପଦୋନ୍ନତି କାର୍ଯ୍ୟକାରୀ ହେଉନଥିଲା । ଏବେ DACPକୁ କୋହଳ କରାଯାଇଛି । DACP କୋହଳ ଯୋଗୁଁ ଡାକ୍ତରଙ୍କୁ ପଦୋନ୍ନତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.