ଭୁବନେଶ୍ୱର(କେନ୍ୟୁଜ୍) : ୨୦୨୧ ମସିହା ପାଇଁ B.Ed ଓ B.H.Ed ରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷାର ଅନ୍ଲାଇନ୍ ଆବେଦନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ମଙ୍ଗଳବାର ତାରିଖ ଘୋଷଣା କରିଛି । ଅଗଷ୍ଟ ୨୦ ତାରିଖରୁ ସେପ୍ଟେମ୍ବର ୧୦ ତାରିଖ ଭିତରେ B.Ed ଓ B.H.Ed ର ନାମ ଲେଖା ପାଇଁ ଅନ୍ଲାଇନ୍ ଫର୍ମ ପୂରଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିପରି ଅନ୍ଲାଇନ କମ୍ପ୍ୟୁଟର ବେସ୍ଡ ପରୀକ୍ଷା ଅକ୍ଟୋବର ୭ ରୁ ୯ ତାରିଖ ମଧ୍ୟରେ କରାଯିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷାରେ ମନୋନୀତ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ନାମ ଲେଖାଇବାର ସୁବିଧା ପାଇବେ ।
ଅଧିକ ଜାଣିବା ପାଇଁ ଛାତ୍ରାଛାତ୍ରୀ ଟୋଲ ଫ୍ରି ନମ୍ବର 155335/ 1800-345-6770 କିମ୍ବା େଓ୍ଵବସାଇଟ (www.dheodisha.gov.in / www.samsodisha.gov.in) ଲଗ୍ ଇନ କରିପାରିବେ ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…