Categories: ରାଜ୍ୟ

ମାଟ୍ରିକ୍‌ରେ ଭଲ ରେଜଲ୍‌ଟ ପାଇଁ ଭଲ ଅଭିଯାନ, ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା କାର୍ଯ୍ୟକ୍ରମ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲାରେ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଫେଲ ସଂଖ୍ୟା କମାଇବାକୁ ଆରମ୍ଭ ହୋଇଛି ଅଭିଯାନ। ନାଁ ରହିଛି ଡ୍ରାଇଭ ଫର ରେଜଲ୍ଟ ଏନହାନ୍‌ସମେଣ୍ଟ ଇନ୍‌ ଆନୁଆଲ ମାଟ୍ରିକୁଲେସନ ଏକ୍‌ଜାମିନେସନ-ଡ୍ରିମ୍‌। ଏହି ଅଭିଯାନରେ ଛାତ୍ରଛାତ୍ରୀମାନେ ତ୍ରୈମାସିକ ପରୀକ୍ଷା ପରେ ଓ ଅଧବାର୍ଷିକ ପରୀକ୍ଷା ପୂର୍ବରୁ ସମସ୍ତ ସୋମବାର ଓ ଗୁରୁବାର ୬ଟି ବିଷୟରେ ପରୀକ୍ଷା ଦେବେ।

ଏହି ଅଭିଯାନ ଦ୍ୱାରା ନୂଆ ପ୍ରଶ୍ନପତ୍ର ସହ ଛାତ୍ରଛାତ୍ରୀ ପରିଚିତ ହେବା ସହ ପ୍ରଶ୍ନ ସମ୍ପର୍କରେ ଅବଗତ ହୋଇ ପାରିବେ। ଏହି ଡ୍ରିମ୍‌ ଅଭିଯାନକୁ ନେଇ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ହୋଇଛି କମନ ଟେଷ୍ଟ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ପରୀକ୍ଷା ଦେଇଛନ୍ତି। ଏପରି ପରୀକ୍ଷା ବାରମ୍ବାର କରାଗଲେ ଛାତ୍ରଛାତ୍ରୀଙ୍କ ମନରୁ ଭୟ ଦୂର ହେବ ବୋଲି ଶିକ୍ଷକମାନେ କହିଛନ୍ତି।

KNews Bureau

Recent Posts

ବଢ଼ିପାରେ ସ୍କୁଲ ଛୁଟି ଅବଧି, ଗଣଶିକ୍ଷା ବିଭାଗ ବୈଠକରେ ଚାଲିଛି ବିଚାର ବିମର୍ଷ

ଭୁବନେଶ୍ୱର : ବଢ଼ିପାରେ ସ୍କୁଲ ଛୁଟି ଅବଧି। ଖରାର ପ୍ରକୋପକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ପୂର୍ବର…

1 min ago

ଖରାଦିନେ ପ୍ରତିଦିନ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି? ହୋଇପାରନ୍ତି ଏହି ସବୁ ରୋଗର ଶିକାର

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କୋଲ୍ଡ ଡ୍ରିଙ୍କସ୍ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯଦି ଆପଣ ମଧ୍ୟ ନିୟମିତ…

2 mins ago

ଷ୍ଟୋରୀଟେଲିଙ୍ଗ ଦୁନିଆରେ ପାଦ ଦେଲେ ଆଲିଆ ଭଟ୍ଟ, ଲଞ୍ଚ ହେଲା ପ୍ରଥମ ବହି

ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମରେ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଆଲିଆ ଲୋକଙ୍କ…

8 mins ago

ବିଧାସଭାରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ, ସୁରକ୍ଷା କାର୍ଯ୍ୟରେ ୮ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ନୂଆ ବିଧାୟକଙ୍କ ଶପଥ ପାଠ ପାଇଁ ବିଧାସଭା ପ୍ରସ୍ତୁତ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି…

17 mins ago

ବିହାର: ଇଞ୍ଜିନିୟରିଂ କଲେଜ କ୍ୟାଣ୍ଟିନ୍‌ ଖାଦ୍ୟରୁ ବାହାରିଲା ମଲା ସାପ ! ଅନେକ ଛାତ୍ରଛାତ୍ରୀ ଅସୁସ୍ଥ

ଖାଦ୍ୟରୁ ବାହାରିଲା ମଲା ସାପ । ଏମିତି ଅଭିଯୋଗ ଆଣିଛନ୍ତି ବିହାରର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ । ବିହାରର…

50 mins ago

ଏହି ସବୁ ପ୍ରମାଣ ପତ୍ର ଥିଲେ ମିଳିବ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା

ରାଜ୍ୟର ପ୍ରତି ମହିଳାଙ୍କୁ ମିଳିବ ୫୦ହଜାର ଟଙ୍କା । ମଧ୍ୟପ୍ରଦେଶ ଓ ଛତିଶଗଡରେ ସଫଳ ହୋଇଥିବା ଯୋଜନା ଏବେ ଓଡିଶାରେ…

52 mins ago