ରାଜ୍ୟ

ବାତ୍ୟା ପାଇଁ ଫୁଲିବ ସମୁଦ୍ର : ଜାଣନ୍ତୁ କେଉଁଠି ଉଠିବ କେତେ ଉଚ୍ଚର ଜୁଆର

ଗଞ୍ଜାମ: ବାତ୍ୟା ଆସୁଥିବାରୁ ସମୁଦ୍ରରେ ଜୁଆର ଆସିବା ସହ ସମୁଦ୍ର ଫୁଲିବ । ଗଞ୍ଜାମର ଗୋପାଳପୁର ସମୁଦ୍ରରେ ଆଜି ସକାଳ ୬ଟାରୁ ଆସନ୍ତାକାଲି ରାତି ୧୧ଟା ୩୦ ମଧ୍ୟରେ ୩.୫ ମିଟରରୁ ୭.୨ ମିଟର ପର୍ଯ୍ୟନ୍ତ ଢେଉ ଆସିବା ସହ ୧.୭ ମିଟରରୁ ୩.୫ ମିଟର ପର୍ଯ୍ୟନ୍ତ ସମୁଦ୍ର ଫୁଲିବ । ପୁରୀରେ ୩.୪ ମିଟରରୁ ୬.୯ ମିଟର ଢେଉ ଆସିବ ।

ସେହିପରି ୧.୫ରୁ ୩.୩ ମିଟର ଯାଏ ସମୁଦ୍ର ଫୁଲିବା ସମ୍ଭାବନା ରହିଛି । ଜଗତସିଂହପୁରରେ ୩ .୫ରୁ ୮.୮ ମିଟର ଢେଉ ସହ ୧.୫ରୁ ୩.୫ ମିଟର ଯାଏ ସମୁଦ୍ର ଫୁଲିବ । କେନ୍ଦ୍ରାପଡ଼ାରେ ୩.୨ରୁ ୬.୯ମିଟର ଢେଉ ଓ ୧.୪ରୁ ୨.୮ ସମୁଦ୍ର ଫୁଲିବ । ଭଦ୍ରକରେ ଢେଉ ୩.୨ରୁ ୬.୯ ମିଟର ଓ ୧.୫ରୁ ୨.୯ ମିଟର ସମୁଦ୍ର ଫୁଲିପାରେ । ସେହିପରି ବାଲେଶ୍ୱର ଚାନ୍ଦିପୁରରେ ସମୁଦ୍ରର ଢେଉ ୩.୨ରୁ ୬.୯ ମିଟର ରହିବା ସହ ୧.୩ରୁ ୨.୬ ଯାଏ ସମୁଦ୍ର ଫୁଲିପାରେ ।

Sonalisa

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

32 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

41 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

53 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago