ଭୁବନେଶ୍ୱରରେ(କେନ୍ୟୁଜ୍) : ଅର୍ଚ୍ଚନା ନାଗ କଳାଟଙ୍କା ମାମଲାରେ EDର ପୁଣି ତନାଘନା । ଆଜି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଝାରପଡା ଜେଲରେ ଜେରା କରାଯିବ । ଖଗେଶ୍ୱରର ୪ଟି ମୋବାଇଲରୁ ଅନେକ ତଥ୍ୟ ମିଳିଛି। ସେ ନେଇ ପଚରା ଉଚୁରା ହେବ। ତାଙ୍କର ମଧ୍ୟ ଚୂଡ଼ାନ୍ତ ବୟାନ ରେକର୍ଡ କରିବ ଇଡି।
ଗତକାଲି ଝାରପଡ଼ା ଜେଲରେ ଅର୍ଚ୍ଚନା ନାଗଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନା ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ତାଙ୍କ ହନିଟ୍ରାପର ପ୍ରଥମ ଶିକାର କରିଥିଲେ। ତାଙ୍କ ଠାରୁ ବ୍ଲାକମେଲ କରି ପ୍ରାୟ ୩୦ଲକ୍ଷ ଟଙ୍କା ନେଇଥିଲେ।
ଏନେଇ ପ୍ରମୋଦ ଦେଇଥିବା ତଥ୍ୟ ଆଧାରରେ ଅର୍ଚ୍ଚନାଙ୍କୁ ପଚରା ଉଚୁରା କରାଯାଇଥିଲା। ଜେଲରେ ଅର୍ଚ୍ଚନାଙ୍କ ଚୂଡ଼ାନ୍ତ ବୟାନ ରେକର୍ଡ କରିଛି ଇଡି। ସେହି ଆଧାରରେ ୯ତାରିଖ ସୁଦ୍ଧା ପ୍ରିଲିମିନାରୀ ଚାର୍ଜ ସିଟ ଦାଖଲ କରିବ ଇଡି।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…