ପିଶାଚ ବାପାକୁ ଆଜୀବନ ଜେଲ୍ । ୫ ବର୍ଷର ଶିଶୁକନ୍ୟାକୁ କଚାଡି ମାରିବା ଅଭିଯୋଗରେ ଅଭିଯୁକ୍ତ ବାପାକୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଏଡିଜେ ଏହି ରାୟ ଶୁଣାଇଛନ୍ତି ।
ଗତ ୨୦୨୨ ମସିହା ଅଗଷ୍ଟ ୧ତାରିଖରେ କଣ୍ଟାମାଳ ନାରାୟାଣପ୍ରସାଦ ଛକରେ ଶ୍ୟାମ ସୁନ୍ଦର ଖଟୁଆ ନିଜ ୫ ବର୍ଷୀୟ ଝିଅକୁ କଚାଡି ହତ୍ୟା କରିଥିଲେ । ପତ୍ନୀଙ୍କ ଚିରତ୍ରକୁ ସନ୍ଦେହ କରିବା ସହ ଆରଭୀ ତାଙ୍କ ଔରଷରୁ ଜନ୍ମ ହୋଇନଥିବା ସନ୍ଦେହ କରୁଥିଲେ ଶ୍ୟାମ ସୁନ୍ଦର ।
ଗିରଫ ପରେ ଏଥିପାଁ ସେ ନିଜ ଝିଅକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା । ବର୍ତ୍ତମାନ ଅଭିଯୁକ୍ତ ବୌଦ୍ଧ ଜେଲରେ ଅଛନ୍ତି । ଏହି ଜଘନ୍ୟ ହତ୍ୟାକାଣ୍ଡର ବର୍ଷେ ଭିତରେ ଶୁଣାଣି କରି ଦଣ୍ଡାଦେଶ କରିବା ବୌଦ୍ଧ ଜିଲ୍ଲାରେ ପ୍ରଥମ ଘଟଣା ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…