Categories: ରାଜ୍ୟ

ମାହାଙ୍ଗା: ଜମିଜମା ଭାଗବଣ୍ଟାକୁ ନେଇ ଶ୍ୱଶୂର ନାଁରେ ବୋହୂକୁ ହତ୍ୟା କରିଥିବା ଅଭିଯୋଗ

ମାହାଙ୍ଗା(କେନ୍ୟୁଜ୍): ଗୋଟିଏ ସ୍ଥାନରେ ଶ୍ୱଶୂର ବୋହୂର ବାହାଘର କଲେ। ସେପଟେ ଆଉ ଗୋଟିଏ ସ୍ଥାନରୁ ଶ୍ୱଶୂର ନାଁରେ ବୋହୂକୁ ହତ୍ୟା କରିଥିବା ଅଭିଯୋଗ। ଶାଶୁ ଘରକୁ ଆସିବାର ୯ ମାସ ବିତିନି, ବୋହୂର ଝୁଲନ୍ତା ଶବ ଘରୁ ଉଦ୍ଧାର ହୋଇଛି। ମାହାଙ୍ଗା ଥାନା ଅକରପଡା ଗାଁରେ ଏପରି ଘଟଣା ଘଟିଛି। ଯାଜପୁର ବାଲିଚନ୍ଦ୍ରପୁର ପଣସୁଦ୍ଧା ଗାଁର ଝିଅ ସିରିନ୍‌ ଫିର୍ଦ୍ଦୋଶଙ୍କର ଅକପଡା ଗାଁର ମୀର୍ଜା ଇମରାନଙ୍କ ବିବାହ ହୋଇଥିଲା। ଉଭୟଙ୍କର ପ୍ରେମ ବିବାହ ଥିଲା। ବିବାହ ପରେ ସ୍ୱାମୀ ଚାକିରୀ ପାଇଁ ସାଉଦିଆରବ ଯାଇଛନ୍ତି। ଗତକାଲି ସିରିନ୍‌ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଅଭିଯୋଗ ହୋଇଛି, ଜମିଜମା ଭାଗବଣ୍ଟାକୁ ନେଇ ଶାଶୁଘର ଲୋକେ, ସିରିନ୍‌ଙ୍କୁ ହତ୍ୟା କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମହତ୍ୟା ନା ହତ୍ୟା ତାର ତଦନ୍ତ ଚାଲିଛି। ପୋଲିସ ଶ୍ୱଶୂରକୁ ଅଟକ ରଖି ପଚାରାଉଚରା କରୁଛି।

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

14 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

28 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

39 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

47 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago