ସୁନ୍ଦରଗଡ (କେନ୍ଯୁଜ୍) : ଅସଲି କିନ୍ନର-ନକଲି କିନ୍ନର ମୁହାଁମୁହିଁ । ଚାନ୍ଦା ମଗାକୁ କେନ୍ଦ୍ର କରି ମାଡ଼ପିଟ ହୋଇଛି । ଜଣେ ନକଲି କିନ୍ନରଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି କିନ୍ନର । ଘଟଣା ଘଟିଛି ସୁନ୍ଦରଗଡ଼ରେ । ଫୁଲବାଣୀ ଅଞ୍ଚଳର କିଛି କିନ୍ନର ସୁନ୍ଦରଗଡ ସହରରେ ବିଭିନ୍ନ ଦୋକାନ ବୁଲି ଚାନ୍ଦା ମାଗୁଥିଲେ । ଝାରସୁଗୁଡା ଅଞ୍ଚଳରୁ ଆସିଥିବା କିଛି କିନ୍ନର ମଧ୍ୟ ଦୋକାନ ଦୋକାନ ବୁଲି ମାଗୁଥିଲେ ଚାନ୍ଦା।
ତେବେ ଫୁଲବାଣୀରୁ ଆସିଥିବା କିନ୍ନରମାନେ ଅସଲି ନୁହଁନ୍ତି ବୋଲି ଜାଣିବାକୁ ପାଇଥିଲେ ଝାରସୁଗୁଡା କିନ୍ନର । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ ୨ ଜଣ ନକଲି କିନ୍ନର ଫେରାର ହୋଇଯାଇଥିବା ବେଳେ ଧରା ପଡ଼ିଥିବା ଜଣେ କିନ୍ନରଙ୍କୁ ବିଚ୍ ରାସ୍ତାରେ ଗୋଡ଼େଇ ପିଟିଥିଲେ ।
ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…